ls

ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ

sb

ବାଲେଶ୍ୱର : ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଓଡ୍ରାଫ୍‌ ଟିମ୍‌ ସହ ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । ଆଜି ବାଲେଶ୍ୱରରେ ଅଧିକ ୩ଟି ଓଡ୍ରାଫ୍‌ ଟିମ୍‌ ପହ଼ଞ୍ଚିଛନ୍ତି । ଆସନ୍ତାକାଲିଠୁ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଏପଟେ ବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ସଜାଗ ଅଛି ଉଦ୍ଧାରକାରୀ ଟିମ୍‌ । ୬୦ଟି ଓଡ୍ରାଫ ଓ ୫୮ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ୫୨ଟି ଏନ୍‌ଡିଆରଏଫ ଟିମ୍‌ ପଠାଗଲାଣି । ୟସ ଯୋଗୁଁ ଉତ୍ତର ଓଡ଼ିଶା ପ୍ରତି ଅଧିକ ବିପଦ ରହିଛି । ବାଲେଶ୍ୱରରେ ସ୍ଥିତି ସମୀକ୍ଷା ପରେ ଭଦ୍ରକ ଗସ୍ତ କରିଛନ୍ତି ଜେଠୱା ।

pc pk
Leave A Reply

Your email address will not be published.