Browsing Category

ଓଡିଶା

ସୁବର୍ଣ୍ଣପୁରରେ ଡ. ନିବେଦିତା ରଥଙ୍କୁ ନାଗରିକ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଦର ଟାଉନହଲ ଠାରେ ସୁବର୍ଣ୍ଣପୁର ମାଟିର ଝିଅ ଡ. ନିବେଦିତା ରଥଙ୍କୁ ଆଜି ଏକ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ସକାଳେ ତାଙ୍କ ବାସଭବନ ରାମଚଣ୍ଡୀ ନିବାସରୁ ଏକ ବିରାଟ ପଟୁଆରରେ ବାହାରି ପ୍ରଥମେ ମା' ପଥେଇ ଦୁର୍ଗାଙ୍କ ଠାରେ
Read More...

ଅଙ୍ଗନବାଡ଼ିରେ ଅବହେଳା ନା ଦୁର୍ଘଟଣା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକର କୁଶକେଲା ପଞ୍ଚାୟତ ଅନ୍ତର୍ଗତ ଖଲିଆପଡ଼ା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପେଜ ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇ ଟିଟିଲାଗଡ ମାତୃ ଶିଶୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଶିଶୁର ଆଜି ଦ୍ୱିତୀୟ ଥର
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ତିନି ଗିରଫ : ସେ ଭିତରୁ ବାହାରିଲେ ଦୁଇ ଜଣ ଶିକ୍ଷକ

ସମସ୍ତଙ୍କୁ କରାଗଲା କୋର୍ଟ ଚାଲାଣ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଯୁଗରେ ଟଙ୍କା ରୋଜଗାର କରିବା ପାଇଁ ଖାସ କରି ଯୁବ ପିଢ଼ି ଭୁଲ ବାଟକୁ ଆପଣେଇ ଥାଆନ୍ତି । ସେଥିପାଇଁ ସେମାନେ ସରଳ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଅନିୟମ ତଥା ବେଆଇନ୍ କାର୍ଯ୍ୟରେ ଲିପ୍ତ ରହୁଥିବା
Read More...

କୁଶଙ୍ଗ ଧାନମଣ୍ଡିକୁ ଅଚାନକ ପରିଦର୍ଶନ କଲେ ନରସିଂହ

ଖୋଲା ଆକାଶ ତଳେ ପଡିଛି ଶହ ଶହ ବସ୍ତା ଧାନଟୋକନ ଅଛି, ଟାର୍ଗେଟ ନାହିଁଜଳଜଳ ଦିଶୁଛି ଅଭାବି ବିକ୍ରି ପାଇଁ ଚାଷୀ ହନ୍ତସନ୍ତ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ତାଙ୍କ ପୂର୍ବତନ ନିର୍ବାଚନ ମଣ୍ଡଳିି ଲୋଇସିଂହା ଗସ୍ତ ସମୟରେ ଅଚାନକ ଚାଷୀଙ୍କ
Read More...

ସାମ୍ବାଦିକଙ୍କୁ ପେନସନ୍‌ ପ୍ରସଙ୍ଗ : ତିନି ମାସ ଭିତରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କୁ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାମ୍ୱାଦିକଙ୍କୁ ପେନସନ ପ୍ରଦାନ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଂଗରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତିନି ମାସ ସମୟ ପ୍ରଦାନ କରିଛନ୍ତି । ସମସ୍ତ ପ୍ରକାରର
Read More...

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ଅଡିଟରୀୟମ ଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୨୬ ମସିହା ପରୀକ୍ଷାରେ ଏ୧ ଗ୍ରେଡ୍ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉପ
Read More...

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଏସଟିର ୯ମ ବାର୍ଷିକୀ ଉପଲକ୍ଷେ "ସୁଗମ କାର ବ୍ୟବସ୍ଥା, ସଶକ୍ତ ଭାରତ" ବିଷୟବସ୍ତୁ ଉପରେ ଜିଏସଟି ପଖୱାଡା ଏବଂ ଜିଏସଟି ଦିବସ ୨୦୨୬ ପାଳନ କରିବା ପାଇଁ, ଜିଏସଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ରାଉରକେଲା କମିଶନରେଟ୍ ରାଉରକେଲା ଚାମ୍ବର ଅଫ୍ କମର୍ସ
Read More...

ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ପେନସନ ପ୍ରୋଟେକସନ୍ ଏକ୍ରିଡେଶନ ପୂରଣ କରିବା ଦିଗରେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ଠାରେ ଓୟୁଜେ
Read More...

ନୂଆପଡ଼ା ଡିଏଚ୍‌ଏଚ୍‌ ମେଡିକାଲ୍‌ ଟିମ୍‌ର ଚମତ୍କାର : ଅଧାରାତିରେ ଅପରେସନ୍‌ ଥିଏଟର ଖୋଲି ଜଣେ ଯୁବକଙ୍କୁ ଜୀବନଦାନ…

ନୂଆପଡ଼ା : (କେପିଏନ୍‌ଏସ୍‌) : ସୀମିତ ସମ୍ବଳ, କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା ପୁଣିଥରେ ନିଜର ଚମତ୍କାରିତା ଦେଖାଇଛି, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ଅଭିଜ୍ଞ ଡାକ୍ତରୀ ଦଳ କିଛି ଦିନ ତଳେ ଜଣେ ଶିଶୁର ଶରୀରରୁ ତୀର ବାହାର କରି ଚର୍ଚ୍ଚାକୁ ଆସିଥିବା ଏହି
Read More...

ବାଲେଶ୍ୱରରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱରରେ ଫୁଟିଲା ଗୁଳି । ଦଶ ରାଉଣ୍ଡ ଗୁଳି ଫୁଟାଇ ଅପରାଧୀ ଫେରାର । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳି ମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଥିବାରୁ ତାଙ୍କୁ ବାଲେଶ୍ୱର
Read More...