Browsing Category
ଓଡିଶା
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣା : ୪ ଗିରଫ, କାର ଓ ମାରଣାସ୍ତ୍ର ଜବତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣାର ବିନିକା ଥାନା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି, ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ । ଏସ୍ପି ଶ୍ରୀ ନାୟକ ଦେଇଥିବା ସୂଚନା ଅନୁସାରେ!-->…
Read More...
Read More...
ଗୃହରକ୍ଷୀ ପଦବୀ ପରୀକ୍ଷାଫଳ ପ୍ରକାଶ ବିଳମ୍ବ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଶତାଧିକ ଆବେଦନକାରୀ
ବାଲେଶ୍ଵର, (କେପିଏନ୍ଏସ୍) : ବାଲେଶ୍ଵର ଜିଲ୍ଲାରେ ଲକ୍ଷାଧିକ ପିଲା ବେକାର । ଚାକିରୀ ନାହିଁ । ଏହି ସମୟରେ ଗୃହରକ୍ଷୀ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ଚାକିରୀ ଆଶାୟୀଙ୍କୁ ଏହା ଆଶ୍ୱସ୍ତି ଦେଇଥିଲା । ଗୃହରକ୍ଷୀ ପଦବୀ ପାଇଁ ଆବେଦନ କରିଥିଲେ ବିଏ, ଏମ୍ଏ ଓ ଏମ୍ବିଏ!-->…
Read More...
Read More...
ସର୍ପ ଦଂଶନ ଛଡ଼ାଇ ନେଲା ପରିବାର
ବଲାଙ୍ଗିର, (ମୁନା ଗୌଡ଼) : ସାପ ନା ଶୁଣିଲେ ସାଧାରଣତଃ ଲୋକଙ୍କ ଭିତରେ ଛନକା ପଶିଯାଏ । ଆଉ ଯଦି ସାପ କାମୁଡ଼ିଦିଏ ତାହାହେଲେ କଥା ସରିଲା । କେତେବଡ ସାହସୀ ମଣିଷ ବି ଭୟରେ ଅଧା ମରିଯାଏ । ବର୍ତ୍ତମାନ ସର୍ପ ଦଂଶନ ବଲାଙ୍ଗିର ଜିଲ୍ଲାରେ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ପ୍ରତିଦିନ ସର୍ପ!-->…
Read More...
Read More...
ବଲାଙ୍ଗିର ଗାନ୍ଧୀନଗର ପଡ଼ାରେ ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ବଡ଼ ଖବର । ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ା ଫିସେରୀ ଅଫିସ ସମ୍ମୁଖରେ ଥିବା ଜଳରାମ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ପାଖାପାଖି ୮ ଗୋଟି ଦୋକାନର କୋଟି କୋଟି ଟଙ୍କାର ସମ୍ପତ୍ତି!-->…
Read More...
Read More...
କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ଅନୁପାଳନ ଭାର ହ୍ରାସ ଓ ନିୟାମକ ଦକ୍ଷତା ବୃଦ୍ଧିକୁ…
ଏହି ଅଧିନିୟମର ପାଞ୍ଚଟି ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ ଓ ସରଳ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୨ ଜୁନ୍ ୨୦୨୬ରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟସ୍ (ପଞ୍ଜୀକରଣ ଓ ନିୟମନ) ଅଧିନିୟମ, ୨୦୧୦ର ସଂଶୋଧନ ଅଧିସୂଚନା ଜାରି କରିଛନ୍ତି।!-->!-->!-->…
Read More...
Read More...
ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା-ଝାଡ଼ଖଣ୍ଡ ଆନ୍ତଃରାଜ୍ୟ ସୀମାରେ କାର୍ଯ୍ୟ କରୁଥିବା ଏବଂ ବାଜିରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ରାଉରକେଲା ପୋଲିସ ପକ୍ଷରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାଟି ପ୍ରାରମ୍ଭିକ ଭାବରେ ୨୦୨୬ ଜୁନ୍!-->…
Read More...
Read More...
ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର
ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ଦିନ ରାଉରକେଲା ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ଲୁହା ରଡ୍ରେ ଆକ୍ରମଣ ଘଟଣାରେ, ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର!-->…
Read More...
Read More...
ସିଭିଲ୍ ଟାଉନସିପ୍ରେ ଡ୍ରେନ୍ ଉପରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଗଲା
ରାଉରକେଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯିବ : କମିଶନର
ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ଋତୁ ପୂର୍ବରୁ ସହରକୁ ଜବରଦଖଲ ମୁକ୍ତ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମିକୁ ଉନ୍ନତ କରିବା ପ୍ରୟାସର ଏକ ଅଂଶ ଭାବରେ ରାଉରକେଲା ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲ ବିରୁଦ୍ଧରେ!-->!-->!-->…
Read More...
Read More...
ରାସ୍ତାର ଫୁଟପାଥରେ ଚାଲିବା ଲୋକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ
ରାଉରକେଲା, (ସସ୍ମିତା ପ୍ରଧାନ) : ସହର ରାସ୍ତାର ଫୁଟପାଥରେ ଚାଲିବା ଲୋକଙ୍କ ମୌଳିକ ଅଧିକାର ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠ । ଲୋକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ପ୍ରଶାସନର ଦାୟିତ୍ୱ । ରାସ୍ତାରେ ଗାଡି ଚାଳନା ସରକାରଙ୍କ ପରିବହନ ବିଭାଗ ଦ୍ଵାରା!-->…
Read More...
Read More...
ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : “ନିଶା ମୁକ୍ତ ଭାରତ ଅଭିଯାନ – ବିକଶିତ ଭାରତର ପରିଚୟ” ଥିମ୍କୁ ଆଧାର କରି ପାନପୋଷ ଉପଖଣ୍ଡରେ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ–୨୦୨୬ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅତିରିକ୍ତ!-->…
Read More...
Read More...