Browsing Category

ଓଡିଶା

ଲାଞ୍ଚ ମାମଲାରେ ପାଇକମାଲ ଏସ୍‌ଡିସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଦୋଷୀ ସାବ୍ୟସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଆଉ ଏକ ସଫଳତା ମିଳିଛି । ପାଇକମାଲ ସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ରଘୁମଣି ସାହୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୁଧବାର ବରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର
Read More...

ରୋଟାରୀ କ୍ଲବ ଭାଇବ୍ରାଣ୍ଟର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟର ଚଳିତ ବର୍ଷର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଇସ୍ପାତ ମାର୍କେଟ ନିକଟସ୍ଥ ସରୋବର କୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଡ. ମୀନତି ପଣ୍ଡାଙ୍କ ଆବାହକତ୍ଵ ଓ ରୋଟାରୀଆନ ପିପି
Read More...

ପଦ୍ମପୁରରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ଖପ୍ରାଖୋଲରେ ବିଜେଡିର ୮ ଦଫା ଦାବିପତ୍ର ପ୍ରଦାନ : ବିଭିନ୍ନ ଜନକଲ୍ୟାଣମୂଳକ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ବିଡିଓଙ୍କ ଜରିଆରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଭତ୍ତା ପ୍ରଦାନ, ମୌଳିକ ସୁବିଧା, ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ରାଜ୍ୟ ସରକାରଙ୍କ କିଛି ନିଷ୍ପତ୍ତିକୁ
Read More...

ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ ଫିଏଷ୍ଟା ୨୦୨୬ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ୍ ସଦାବେଳେ କିଛି ନା କିଛି ନୂତନ କାର୍ଯ୍ୟ ହାତକୁ ନେଇଥାଏ । ବର୍ଷ ତମାମ ସାମଜିକ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ଦ୍ୱିତୀୟ ଥର କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ଼ ଫିଏଷ୍ଟା ୨୦୨୬ ଆୟୋଜିତ କରାଯାଇଛି । ଆଳୁକୁ ନେଇ
Read More...

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କୋକଡୁଙ୍ଗୁରି ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଅସ୍ଥାୟୀ ସଭାପତି ଲଳିତ ଯାନୀଙ୍କ ଆହ୍ୱାନ କ୍ରମେ ପୂର୍ବତନ କନ୍ଧ ସମାଜ ବୁଡୁକା ପ୍ରଗଣାର ସମ୍ପାଦକ ତଥା ଯୁବ ସାମ୍ବାଦିକ
Read More...

ବେଦବ୍ୟାସ ବିକାଶ ମଞ୍ଚର ନଦୀବନ୍ଧ ଓ ଜଳଭଣ୍ଡାର ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ବ୍ୟାସକ୍ଷେତ୍ର ସଙ୍ଗମ ସ୍ଥଳରେ ଶଙ୍ଖ ସେତୁ, ନିର୍ମାଣଧୀନ କୋଇଲି ସେତୁ ଏବଂ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ପରିମିତ ଅଞ୍ଚଳରେ ଏକ ଜଳ ଭଣ୍ଡାର ସୃଷ୍ଟି ସହିତ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ, ନଦୀବନ୍ଧ ରାସ୍ତା, ପଥର ବନ୍ଧ ଏବଂ
Read More...

“ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନସମ୍ପର୍କ ଓ ନାଗରିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୋଶଳ କଳା ମଣ୍ଡପ ପଡ଼ିଆଠାରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏହି ସମାରୋହରେ ବଲାଙ୍ଗିର
Read More...

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା

ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲାରେ ଧାନ କିଣାରେ ପ୍ରତିବର୍ଷ ୧୦୦ କୋଟି ଟଙ୍କାର ଘୋଟଲା ହେଉଛି । ଏଥିରେ ଯୋଗାଣା ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ଆରଏମ୍‌ସି ଅଧିକାରୀ ଏବଂ ଜିଲ୍ଲା
Read More...

କେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ରେ ଗଠିତ କେସିଙ୍ଗା ଏନ୍‌ଏସିରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ ଥିଲେ ମଧ୍ୟ କିଛି ବର୍ଷ ତଳେ କେବଳ ରାଜରାସ୍ତାକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ଆଜି ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ହୋଇନଥିବା କେସିଙ୍ଗା
Read More...