ଆରପାରିକୁ ଚାଲିଗଲେ ବିଧାୟକ ରାଜେନ୍ଦ୍ର ଢୋଲକିଆ
ନୂଆପଡ଼ା, (କେପିଏନ୍ଏସ୍): ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି । ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ସେ ପୀଡ଼ିତ ଥିବା କୁହାଯାଉଛି ।!-->…
Read More...
Read More...