ଗଞ୍ଜେଇ ଗାଡ଼ିକୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ତୁଷୁରା ଅବକାରୀ ବିଭାଗ
ବଲାଙ୍ଗିର,(କେପିଏନଏସ୍) : ବଲାଙ୍ଗିର ଜିଲ୍ଲା ତୁଷୁରାର ଜଗନ୍ନାଥପଡାରୁ ଧାରୁଆପଡା ପର୍ଯ୍ୟନ୍ତ ଗଞ୍ଜେଇ ଗାଡିକୁ ଗୋଡ଼େଇ ଗୋଡ଼େଇ ଧରିଲା ଅବକାରୀ ବିଭାଗ । ସୂଚନା ଅନୁସାରେ ତୁଷୁରା ଅଞ୍ଚଳରେ ନୀତିଦିନ ଯାଉଛି କୁଣ୍ଟାଲ କୁଣ୍ଟାଲ ଗଞ୍ଜେଇ, ହେଲେ କିଛି ଧରିବାରେ ସଫଳ ହେଉଛି ଅବକାରୀ ବିଭାଗ ତ!-->…
Read More...
Read More...