ଗଉଡ଼ତୁଲା ପେକ୍ସକୁ କୁରସୁଡ ପେକ୍ସ ସ୍ଥାନାନ୍ତର ଦାବିରେ ସହାୟକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତର ଗଉଡତୁଲା ପେକ୍ସରେ ଚାଷୀ ଅଶାନ୍ତି । ଏହାର କାରଣ ହେଉଛି ଯିଏ ଚାଷୀ ନୁହେଁ ସେମାନଙ୍କ ନାଆଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ଏବଂ ଅସଲ ଚାଷୀ ପଞ୍ଜିକରଣ କଲେ ସେମାନଙ୍କ ନାଁରେ କମ୍‌ ଧାନ ପଞ୍ଜିକୃତ
Read More...

ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମାଜରେ ଗୁରଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥିବା ବେଳେ ଏଭଳି ପବିତ୍ର ସମ୍ପର୍କକୁ ଜଳାଞ୍ଜଳି ଦେଇ ବର୍ତ୍ତମାନର କିଛି ଶିକ୍ଷକ କଳଙ୍କିତ କରୁଥିବା ଦେଖିବାକୁ ମିଳୁଛି ।
Read More...

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଅଜବ ଚିକିତ୍ସା : ୪ବର୍ଷର ଶିଶୁକୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍

ବଣାଇ : ଭଗବାନ ଭରସାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ୪ ବର୍ଷର ଶିଶୁକୁ ଭୁଲରେ ଦେଇଦେଲେ କୁକୁର କାମୁଡା ଇଞ୍ଜେକସନ୍ । ସାଧାରଣ କୁଣ୍ଡେଇ ହେବାରୁ ଶିଶୁ କନ୍ୟାକୁ ପରିବାର ଲୋକ ହସ୍ପିଟାଲକୁ ନେଇ ଥିଲେ । ହେଲେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ୨୯
Read More...

କେନ୍ଦ୍ର କ୍ୟାବିନେଟରେ ୪ ରେଳ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି
Read More...

ବରଗଡ଼ରେ ହେଉ କୃଷି ବିଶ୍ୱବିଦ୍ୟାଳୟ : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ସ୍ଥାପନ ହେଉ କୃଷି ବିଶ୍ୱବିଦ୍ୟାଳୟ । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନଙ୍କୁ ବରଗଡ଼ ସାଂସଦ ଅନୁରୋଧ କରିଛନ୍ତି । ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବାକୁ କହିଛନ୍ତି ପ୍ରଦୀପ ପୁରୋହିତ । ଭାରତ ସରକାରଙ୍କ କୃଷି ଏବଂ
Read More...

ଏକତ୍ରର ଏକକ ନାଟକ ଆସନ୍ତା ୨ ଓ ୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ୨୬ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱିଦିବସୀୟ ଏକକ ନାଟକ ଉତ୍ସବ ଆସନ୍ତା ୨ ଓ ୩ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ନୂତନ ସ୍କୁଲ କୋଠା ନିର୍ମାଣ ଦାବି : ବିଡିଓଙ୍କୁ ଭେଟି ତାଲା ପକାଇବା ଚେତାବନୀ ଦେଲେ ଗ୍ରାମବାସୀ

କୋକସରା : ଜରାଜୀର୍ଣ୍ଣ ଅବସ୍ଥାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ପୋଡ଼ାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଦୁର୍ବଳ ଛାତ ଘରେ ଅସୁରକ୍ଷିତ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛୋଟ ପିଲା । ବିଦ୍ୟାଳୟକକୁ ଛାତ୍ରଛାତ୍ରୀଙ୍କୁ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି ଅଭିଭାବକ । କେତେବେଳେ ଯେ
Read More...

ତୁଷୁରା କ୍ଲଷ୍ଟର ତରଫରୁ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ସେବା ନିବୃତ୍ତ…

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ଅଧିନସ୍ଥ ବୁରୋମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ
Read More...

ମିଳୁନାହିଁ ଜଏନିଂ ଅର୍ଡର : ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗିର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି । ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗିର ଡିଇଓ ତାଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି । ଦେବଗଡ଼
Read More...

ପ୍ରେସ୍‌ମିଟ୍‌ରେ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ କଲା ପୋଲିସ : ୮ ଲକ୍ଷରୁ ଅଧିକ ଟଙ୍କା ସହ

କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି । ୨୧୩ ଗ୍ରାମ ବ୍ରାଉନସୁଗାର, ୮ ଲକ୍ଷ ୩୦ ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣ ଗିରଫ ହୋଇଛନ୍ତି । କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡ ଘଷିପୁରା, ଆନନ୍ଦପୁର,
Read More...