ବ୍ରହ୍ମପୁର ଶାସ୍ତ୍ରୀନଗରରେ ଘରେ ପଶି ଗୁଳିମାଡ଼ ଘଟଣା : ଏଯାଏଁ ପୋଲିସ ପୋଲିସର ହାତ ଖାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ଼ବଜାରର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରର ଏସ. ରୁନା ଅଚାରୀ ନାମଙ୍କ ଜଣ ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିମାନଙ୍କୁ ଏମକେସିଜି ମେଡ଼ିକାଲରେ
Read More...

ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି
Read More...

ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ । କଣ୍ଟାବାଞ୍ଜି ଥାନାରେ ମନ୍ଦିର ପରିଚାଳନା କମିଟି
Read More...

କୁଳ ସଂଘର ବରିଷ୍ଠ ନେତ୍ତୃବର୍ଗଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତେରସ୍ଥାନ ତାଲୁକା (ଛତ୍ରପୁର) ରେଡ୍ଡୀ ମହାଜନ ସଂଘର ବରିଷ୍ଠ ପୁରୋଧା ସାଲା କ୍ରିଷ୍ଣା ରେଡ୍ଡୀଙ୍କୁ ଏବଂ ଜିଲ୍ଲା ସଦସ୍ୟ ଏସ୍. ଚକ୍ରପାଣି ରେଡ୍ଡୀଙ୍କୁ ଉପଢୌକନ ଦେଇ କୁଳ ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ
Read More...

ଇଏସ୍ଆଇସି ଭୁବନେଶ୍ୱର ଦ୍ୱାରା ସ୍ପ୍ରି ୨୦୨୫ ଏବଂ ଆମ୍ନେଷ୍ଟି ୨୦୨୫ ଯୋଜନା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର, (ପିଆଇବି) : କର୍ମଚାରୀ ରାଜ୍ୟ ବୀମା ନିଗମ (ESIC), ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର, ଆଜି SPREE-୨୦୨୫ (ନିଯୁକ୍ତିଦାତା/କର୍ମଚାରୀଙ୍କ ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ଯୋଜନା) ଏବଂ ଆମନ୍ସେଷ୍ଟି ଯୋଜନା-୨୦୨୫ ବିଷୟରେ ହିତାଧିକାରୀମାନଙ୍କୁ ସୂଚନା ଦେବା ପାଇଁ ଏକ ସଚେତନତା
Read More...

ଶୈକ୍ଷିକ ସହଯୋଗ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଶିକ୍ଷା ଏବଂ ଦକ୍ଷତା ବିକାଶରେ ସହଯୋଗ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଢେଙ୍କାନାଳର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ (ଆଇଆଇଏମସି) ଏବଂ କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍
Read More...

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମହିମ ରାଷ୍ଟ୍ରପତି ଜୀ, ଦୁଇଦେଶର ପ୍ରତିନିଧିଗଣ, ଗଣମାଧ୍ୟମର ବନ୍ଧୁଗଣ, ନମସ୍କାର! ମାବୁ-ହାୟ! ନୂଆଦିଲ୍ଲୀ, (ପିଆଇବି) : ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ
Read More...

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ଉପରେ ଘୋଷଣାନାମା

୧.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ଫର୍ଡିନାଣ୍ଡ ଆର. ମାର୍କୋସ୍ ଜୁନିଅର ୪-୮ ଅଗଷ୍ଟ ୨୦୨୫ରେ ଭାରତ ଗସ୍ତ କରିଛନ୍ତି । ରାଷ୍ଟ୍ରପତି ମାର୍କୋସଙ୍କ ସହିତ ପ୍ରଥମ ମହିଳା, ମହାମହିମ ଲୁଇସ୍ ଆରାନେଟା ମାର୍କୋସ୍ ଏବଂ ଫିଲିପାଇନ୍ସର
Read More...

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

ବରଗଡ, (ମୁନ୍ନା ସାହୁ) : ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ । ମଙ୍ଗଳବାର ଅପରାହ୍ନ ସମୟରେ ହୁତୁହୁତୁ ହୋଇ ବାଇକ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ବରଗଡ଼ - ଭେଡେନ ରାସ୍ତାର ସାହୁ ଟିକ୍ରା ଛକଠାରେ ।
Read More...

ବଲାଙ୍ଗିର ଜିଲ୍ଲାରେ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ମାଲବାହୀ ଟ୍ରେନ୍ ୱାଗନ୍ ସଂଯୋଗ ଖୋଲିଲା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଦେଇ ଛତିଶଗଡ଼ ଯାଉଥିବା ଏକ ମାଲବାହୀ ଟ୍ରେନର ଦୁଇଟି ୱାଗନର ସଂଯୋଗ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ଖୋଲିଯାଇଥିଲା । ରେଳ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଘଟଣା ବିଷୟରେ ସୂଚନା
Read More...