ବରଗଡ଼ର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା । ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି
Read More...

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଚାରୁ କୁମାର ବଳଙ୍କ ଯୋଗଦାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସୁଚାରୁ କୁମାର ବଳ, ଓ. ପ୍ର. ସେ. (ଏସଏଜି). ଏଥି ପୂର୍ବରୁ ଶ୍ରୀ ବଳ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ
Read More...

ପୋଲିଙ୍ଗ ବୁଥ ନାମ ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ନେଇ ବୈଠକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତିତ୍ୱରେ ପୋଲିଙ୍ଗ ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର
Read More...

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯ୍ୟାତନା ବଢି ଚାଲିଥିବା ଅଭିଯୋଗ

ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଯୁବ ଓ ଛାତ୍ର ବିଜେଡ଼ିର ସ୍ମାରକପତ୍ର ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାରେ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯ୍ୟାତନା ବଢି ଚାଲିବା ସାଙ୍ଗକୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଯାଉଥିବା ଅଭିଯୋଗ କରି ବିଜୁ ଯୁବ ଓ
Read More...

ବାପ-ଝିଅ ଉପରେ ମାଡିଗଲା ହାଇୱା

କୁଜଙ୍ଗ : କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ-ଝିଅ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ଓରଫ ବାବୁ ଓ ତାଙ୍କର ୯ ବର୍ଷର ଝିଅ ଲୋରିଆ ।
Read More...

ଏମ୍.ଏସ୍. ସ୍ୱାମୀନାଥନ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ଭାରତକୁ ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଡକ୍ଟର ସ୍ୱାମୀନାଥନ୍ : ପ୍ରଧାନମନ୍ତ୍ରୀ ● ଡକ୍ଟର ସ୍ୱାମୀନାଥନ୍ ଜୈବ ବିବିଧତାକୁ ଅତିକ୍ରମ କରି ଜୈବ-ସୁଖ ଭଳି ଏକ ଦୃଷ୍ଟିକୋଣର ଧାରଣା ଦେଇଥିଲେ : ପ୍ରଧାନମନ୍ତ୍ରୀ ● ଭାରତ କେବେବି ଏହାର କୃଷକମାନଙ୍କ
Read More...

ଫାଇଲେରିଆ ନିରାକରଣ ଅଭିଯାନ : ସାମୁହିକ ଔଷଧ ସେବନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ୧୬ ଗୋଟି ବ୍ଲକରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଆୟୋଜିତ ହେବ । ସେ ସମ୍ପର୍କରେ ଆଜି ମୁଖ୍ୟ ଜିଲ୍ଲା
Read More...

ତୁରନ୍ତ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ (ପିଏମଏସ୍‌) ପ୍ରଦାନ କର ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ (ପିଏମଏସ୍‌) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କଲ୍ୟାଣକାରୀ ଯୋଜନା ଯାହା ପ୍ରତି ବର୍ଷ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସହାୟକ ହେବା ପାଇଁ ପ୍ରଦାନ କରାଯାଇଥାଏ । ଶିକ୍ଷାଦାନ ଫି, ଜୀବନଯାପନ
Read More...

“ପୃଥିବୀସଂକଳ୍ପ”

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଏବଂ ୫ ଅଗଷ୍ଟ ୨୦୨୫ ଦୀର୍ଘ ଦୁଇଦିନ ଧରି ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପୃଥିବୀ ସଂକଳ୍ପ ଉପରେ ପ୍ରସିଦ୍ଧ ପରିବେଶ ସଂଗଠନ ଟ୍ରଷ୍ଟଙ୍କ ତରଫରୁ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ "ପୃଥିବୀ ବଞ୍ଚାଅ"ଟ୍ରଷ୍ଟର ସଂସ୍ଥାପକ ନିହାର ରଞ୍ଜନ
Read More...

ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମାହୁତି ମାମଲା : କଟକ ବଡ଼ ମେଡ଼ିକାଲରେ ହେବ ବ୍ୟବଚ୍ଛେଦ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୃତ ଛାତ୍ରୀଙ୍କ ମୃତଦେହର ବ୍ୟବଚ୍ଛେଦ କଟକ ବଡ଼ ମେଡ଼ିକାଲରେ ହେବ । ଏଥିପାଇଁ ଆଜି ସକାଳେ ତାଙ୍କ ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରୁ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ବୈଷୟିକ
Read More...