ଟଙ୍କଧର ସାହୁ ରାଜ୍ୟ କଂଗ୍ରେସ ଓବିସି ସେଲ୍‌ର ଉପାଧ୍ୟକ୍ଷ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଓବିସି ସେଲ୍‌ର ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ…
Read More...

ବୃନ୍ଦାବନର ପ୍ରେମ ମନ୍ଦିର ଢାଞ୍ଚାରେ ଝଲସୁଛି ନକଟିଗୁଡ଼ା ଦୁର୍ଗାପୂଜା ମଣ୍ଡପ

୭୫ ଫୁଟ ଉଚ୍ଚ ଓ ୬୫ ଫୁଟ ଓସାରର ଆକର୍ଷଣୀୟ ମଣ୍ଡପ, କଲିକତାର କାରିଗରଙ୍କ ହାତରେ ନେଇଛି ଭବ୍ୟ ରୂପ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶାରଦୀୟ ଦୁର୍ଗାପୂଜାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ମା’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଚାରିଆଡ଼େ ଚାଲିଛି ଜୋରଦାର…
Read More...

ନିଜ ପଦ ମର୍ଯ୍ୟାଦାର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ, ନଚେତ ଇସ୍ତାଫା ଦିଅନ୍ତୁ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ଏହି ପଦବୀର ମର୍ଯ୍ୟାଦା, ଗାରିମା କ୍ଷୂର୍ଣ୍ଣ ହେବା କଥା ନୁହେଁ, କିନ୍ତୁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ନାମ ଘୋଷଣା ହେବା ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ ଓ…
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ

ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନର ନୂତନ ଆଇନ ଅନୁସାରେ ୫ବର୍ଷରେ ଥରେ…
Read More...

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଉତ୍ସବମୁଖର ଭବାନୀପାଟଣା ସହର କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାତି ପାହିଲେ ଭବାନୀପାଟଣାର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା । ଏହି ଐତିହାସିକ ଓ ପାରମ୍ପରିକ ଯାତ୍ରାକୁ ନେଇ ସାରା କଳାହାଣ୍ଡି…
Read More...

ଯାଦବ ସମାଜର ପୂର୍ବତନ ବ୍ଲକ ସଭାପତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ସଦର ବ୍ଲକ ଅଞ୍ଚଳର ପୂର୍ବତନ ସଭାପତି ତଥା ସମାଜସେବୀ ଯୋଗେଶ ଚନ୍ଦ୍ର ବିଶିଙ୍କ ଗତ ଗୁରୁବାର ଦିନ ପରଲୋକ ଘଟିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।…
Read More...

ଚାଷୀର ଦୁଇ ଏକର କପା ଚାଷ ନଷ୍ଟ କଲେ ଦୁର୍ବୃତ୍ତ : ଥାନାରେ ଏତଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀର ପରିଶ୍ରମ ଓ ଆଶା ଉପରେ ଦୁର୍ବୃତ୍ତଙ୍କ କୁଠାରଘାତ । ରାତିର ଅନ୍ଧାରରେ କପା ଗଛ କାଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁରେ ।…
Read More...

ନଭେମ୍ବର ୧ରେ ବଲାଙ୍ଗିର୍‌ ଦିନ୍‌, ୨୪ରୁ ବିଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର ୧ ତାରିଖରେ ପାଳନ ହେବ ପଞ୍ଚମ ଥର ପାଇଁ ବଲାଙ୍ଗିର ଦିନ । ଏହାକୁ ନେଇ ସହରରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଲାଙ୍ଗରିର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଜିଲ୍ଲାର ଗୌରବମୟ ଐତିହ୍ୟକୁ ଲୋକଙ୍କ ନିକଟରେ…
Read More...

ଭାଲୁ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାଲୁ ଆକ୍ରମଣରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ରାତି ପ୍ରାୟ ୧୧ଟା ସମୟରେ କଣ୍ଟାବାଞ୍ଜି ଏନ୍‌ଏସିର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଚିଲ୍ଡ୍ରେନ୍ ପାର୍କ ନିକଟସ୍ଥ ମାକରଚୁଆଁ…
Read More...

ଅନ୍ୱେଷାର ୧୩୦ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୩୦ ତମ ସାମୁହିକ ଜନ୍ମଦିନ ସେକ୍ଟର ୮ ସ୍ଥିତ ବୃଦ୍ଧାଶ୍ରମ ଠାରେ ପାଳନ କରାଯାଇଥିଲା । ଅନୁଷ୍ଠାନର ସହଯୋଗୀ ଧନଞ୍ଜୟ ଚୌଧୁରୀ, ସ୍ୱର୍ଗତ ଶକ୍ତିସାଧନ ସାହା, ମଧ୍ୟମ ପାତ୍ର, ଅନୁଷ୍ଠାନର ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ…
Read More...