ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଷୁଣ୍ଡ ପଂଚାୟତ ହରଭଙ୍ଗା ଖେଳ ପଡିଆରେ ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ କୁଶଙ୍ଗ ଓ ଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇ କୁଶଙ୍ଗ ଦଳ ଟ୍ରାଇବ୍ରେକର ଜରିଆରେ ବିଜୟୀ!-->…
Read More...
Read More...