ଜନ ସମୁଦାୟଙ୍କ ପାଇଁ ଲୋକର୍ପିତ ହେଲା ଶୌଚାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଡିଏଚ୍‌ଏଚ୍‌ ପରିସରରେ ଲୋକାର୍ପିତ ହୋଇଯାଇଛି ବଲାଙ୍ଗିର ପୌର ପରିଷଦ ଦ୍ୱାରା ନିର୍ମିତ ଶୌଚାଳୟ । ଏହି ଅବସରରେ ପୌର ପରିଷଦ ଚେୟାରମେନ୍‌ ଶ୍ରୀମତୀ ଲିକା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସହ କାଉନ୍‌ସିଲରମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଏହି ଶୌଚାଳୟର ରକ୍ଷଣା ବେକ୍ଷଣ ଦାୟିତ୍ୱ ତୁଲାଇବ ସୁଲଭ ଇଣ୍ଟରନେସ୍‌ନାଲ ବୋଲି କୁହାଯାଇଥିବା ବେଳେ ଜନ ସାଧାରଣଙ୍କ ପାଇଁ ଆହୁରି ୨ ଟି ଶୌଚାଳୟ ମଧ୍ୟ ଖୁବ୍ ଶୀଘ୍ର ଖୋଲାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.