oom

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଉଦ୍ଧାର ପାଇଁ ଆକୁଳ ନିବେଦନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ ଢେକିମୁଡ଼ା ଗ୍ରାମର ୬ ଜଣ ଦାଦନ ଶ୍ରମିକ ଆନ୍ଧ୍ରଦେଶର ବିଜୟନଗରମ୍‌ ଜିଲ୍ଲା ପଦ୍ମନାଭ ପୋଲିସ ଷ୍ଟେସନ ବୋନି ଗ୍ରାମକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଭାଟି ମାଲିକ ସେମାନଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଛି ଏବଂ ଜୀବନରୁ ମାରିଦେବାକୁ ଧମକ ଚମକ୍‌ ଦେଉଛି ବୋଲି ଦାଦନ ଶ୍ରମିକମାନେ ଉଦ୍ଧାର ନିମନ୍ତେ ଏକ ଭିଡ଼ିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.