ଗନ୍ଧରେଲରେ ଏଆଇଡିଏସ୍‌ଓର ୬୮ତମ ପ୍ରତିଷ୍ଠା ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗନ୍ଧରେଲ ଏଆଇଡିଏସ୍‌ଓ ଅଫିସ ପରିସରରେ ଏଆଇଡିଏସ୍‌ଓର ୬୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । କୁଶ ପୃଷ୍ଟି ବାଗ ଏଥିରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଏଆଇଡିଏସ୍‌ଓର ଅଲ୍‌ ଇଣ୍ଡିଆ ଭାଇସ୍‌ ପ୍ରେସିଣ୍ଡେଣ୍ଟ ଅଶୋକ ମିଶ୍ର, ଏଆଇଡିୱାଇଓର ବଲାଙ୍ଗିର ଜିଲ୍ଲା ସମ୍ପାଦକ ଅମ୍ଲାନ ମିଶ୍ର, ଏଆଇଡିଏସ୍‌ଓର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ସାମଲ ଏବଂ ଏଆଇଡିଏସ୍‌ଓର ରାଜ୍ୟ ମଣ୍ଡଳୀ ସଦସ୍ୟ ସୁନୀଲ ଭୋଇ ମଂଚାସୀନ ରହି ଶିକ୍ଷା, ସଂସ୍କୃତି ଏବଂ ସଭ୍ୟତାର ସୁରକ୍ଷା ପାଇଁ ଆଲୋଚନା କରିଥିଲେ ।

Leave A Reply

Your email address will not be published.