ଗାନ୍ଧୀନଗରପଡାରେ ନିରୀହ ଯୁବକଙ୍କୁ ଘରେ ପଶି ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖିଛି ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡା ଠାରେ ଗତକାଲି ସନ୍ଧ୍ୟାରେ ନିରୀହ ଯୁବକଙ୍କୁ ଘରେ ପଶି ହତ୍ୟା କରାଯାଇଥିବା ବେଳେ ଆଜି ଏହି ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ବଲାଙ୍ଗିର ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ତେବେ ଅଟକ ଦୁଇ ଜଣ ଅଭିଯୁକ୍ତ ବଲାଙ୍ଗିର ସହରର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.