ବିଶିଷ୍ଠ ଶିକ୍ଷାବିତ୍‌ ସତ୍ୟ ପ୍ରସାଦ ସିଂହଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଶିକ୍ଷାବିତ ପୂର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ, ପରିବେଶ ପ୍ରେମୀ ତଥା ସମାଜସେବୀ ସତ୍ୟ ପ୍ରସାଦ ସିଂହଙ୍କ ଗତକାଲି ଦିବା ୨ଟା ସମୟରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଛି । ତାଙ୍କ ମୃତ ଶରୀର ନିଜ ଗ୍ରାମ କଅଗାଁକୁ ଶନିବାର ସକାଳେ ପହଞ୍ଚିବା ପରେ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ ପ୍ରକାଶ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.