csstore

ଓସାକା ହାଇଦ୍ରାବାଦ୍ ତରଫରୁ ଅନୁଷ୍ଠିତ ଭାର୍ଚୁଆଲ ନୂଆଁଖାଇରେ ପିଠାପଣା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓସାକା ହାଇଦ୍ରାବାଦ୍ ତରଫରୁ ଅନୁଷ୍ଠିତ ଭାର୍ଚୁଆଲ ନୂଆଁଖାଇରେ ପିଠାପଣା ପ୍ରତିଯୋଗିତାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବଲାଙ୍ଗିରର ଶ୍ରୀମତୀ ରୀନା ସାହୁଙ୍କ ବାସଭବନକୁ ଆସି ଓସାକାର ସଭାପତି ରାମକୃଷ୍ଣ ବାରିକ୍, ପୂର୍ବତନ ସଭାପତି ଅନନ୍ତ ବିଶ୍ଵାଳ, ସଦସ୍ୟ ଅଭିନାଶ ସିଂଦେଓ ଯୁବକବି ଅର୍ଜୁନ ସାହୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓସାକାର ଏପରି ପ୍ରୟାସକୁ ଜନସାଧାରଣଙ୍କ ମହଲରେ ଭୂରି ଭୂରି ପ୍ରଂସସା କରାଯାଉଛି ।

jayashree
Leave A Reply

Your email address will not be published.