csstore

ମିଶନ ଇଣ୍ଡିଆ ତରଫରୁ ଗରିବ ଅସହାୟମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ଯୋଗୁଁ ଅନେକ ଗରିବ ଅସହାୟ ଲୋକଙ୍କ ରୋଜଗାର ଠପ ହୋଇପଡିଛି ।ଏନେଇ ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଚାରପାଲି ଗ୍ରାମରେ ମିଶନ ଇଣ୍ଡିଆ ମୁଖ୍ୟ ପୃଥ୍ୱୀରାଜ ସୁନାଙ୍କ ନେତୃତ୍ୱରେ ୬ଟି ଗ୍ରାମର ୪୦ ଜଣ ଗରିବ ଅସହାୟମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଅଂଚଳର ଜଣାଶୁଣା ସ୍ୱେଚ୍ଛାସେବୀ ରୁପେନ ପାଣ୍ଡେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.