ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ଚରଣ ସାହୁ କଣମଣା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସଭାପତି ଅନୁସୂଚିତ ଜାତି ମୋର୍ଚ୍ଚା, ଡ଼. ସୁବାଷ ଚନ୍ଦ୍ର ସାହୁ ବରିଷ୍ଠ ନେତା, ପ୍ରଶାନ୍ତ କୁମାର ନାୟକ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ, ବିଜୟ କୁମାର ମୁଦୁଲି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀମତୀ ରଶ୍ମି ରାଣୀ ମହାପାତ୍ର ଜିଲ୍ଲା ଉପସଭାପତି, ଲଷ୍ମୀ ନାରାୟଣ ପଣ୍ଡା ଜିଲ୍ଲା ସମ୍ପାଦକ, ଗଣପତି ବାରିକ କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି, ପୂର୍ବତନ ଛତ୍ରପୁର ନଗରପାଳ ରାମଚନ୍ଦ୍ର ବେହେରା, ବସନ୍ତ କୁମାର ବେହେରା ପୂର୍ବତନ ଉପାଧ୍ୟକ୍ଷ ତଥା କଣମଣା ମଣ୍ଡଳ ପ୍ରଭାରୀ, ରାଜେନ୍ଦ୍ର ପଲାଇ(କୋଇରା) ପ୍ରମୁଖ, ବିକ୍ରମ କୁମାର ପାଣିଗ୍ରାହୀ ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି, ପ୍ରଫୁଲ୍ଲ କୁମାର ପଣ୍ଡା କଣମଣା ମଣ୍ଡଳ ସମ୍ପାଦକ, ଶ୍ରୀଧର ନାହାକ, ଡ଼ି.ଏରାୟା ପଞ୍ଚାୟତ କର୍ମୀ ପ୍ରମୁଖ, ମୁନା ବେହେରା ସହ ପଞ୍ଚାୟତର ଏକ ଶହରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ । ସରକାରଙ୍କ ସୁବିଧା ସୁଯୋଗ ସବୁରି ଲୋକଙ୍କ ପାଖରେ ପହଞ୍ଚିବା ହେଉଛି ଏହି ସଭାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

Leave A Reply

Your email address will not be published.