ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ କରୋନା ସଂକ୍ରମଣ ୪୬୭୫୯ : ୫୦୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୭୫୯ ନୂତନ କରୋନା ସଂକ୍ରମଣ ହୋଇଥିବା ବେଳେ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୬,୪୯,୯୪୭ ଓ ମୃତ୍ୟୁସଂଖ୍ୟା ୪,୩୭,୩୭୦ରେ ପହଞ୍ଚିଥିବା ବେଳେ ୩୧,୩୭୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୮,୫୨,୮୦୨ରେ ପହଞ୍ଚିଛି ।

Leave A Reply

Your email address will not be published.