jayashree

ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ବିସିଜେଡି କଲା ବାଜିମାତ୍‌

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବଡ଼ ବିଜୟ ସାମ୍ନାକୁ ଆସିଛି । ଏହି ଛାତ୍ର ସଂସଦ ନିର୍ବାଚନରେ ଆୟୁଷ୍ମାନ ସାହୁ ସଭାପତି ଭାବେ ଓ ବାବୁଲା ରଣା ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ପାଇଁ ସେମାନେ ଛାତ୍ର ସମୂହଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଆଗାମୀ ଦିନରେ କଲେଜର ସର୍ବାଂଗୀନ ଉନ୍ନତି ପାଇଁ କାମ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.