ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣକୁ ଗିରଫ କରିବା ସହ ଦୁଇ ନାବାଳକକୁ ଅଟକ ରଖିଛି ପୋଲିସ

କଳାହାଣ୍ଡି, (ପି.କେ. ସାହୁ) : ମଦନପୁର ରାମପୁରରେ ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିବା ସହ ଦୁଇ ନାବାଳକକୁ ଅଟକ ରଖିଛି । ତେବେ ମଦ ବ୍ୟବସାୟକୁ ବିରୋଧ କରି ୨୦ ହଜାର ଟଙ୍କା ଦାବୀ କରିଥିବା ସହ ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଣ୍ଟ୍ ନମ୍ବର ଦେଇ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପୈଠ ନ ହେଲେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦେଇଥିଲେ ଗିରଫ ହୋଇଥିବା ଅଭିଯୁ‌କ୍ତମାନେ । ପରେ ଭୟଭୀତ ହୋଇ ଟଙ୍କା ପୈଠ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଏହାର ଏକ ବଡ ଖୁଲାସା ହୋଇଛି ।

Leave A Reply

Your email address will not be published.