ବାଲୁକା କଳା ମାଧ୍ୟମରେ ଉ‌ତ୍ତରାଖ‌ଣ୍ଡ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା

ପୁରୀ : ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ବାଲୁକା କଳା ମାଧ୍ୟମରେ ଉ‌ତ୍ତରାଖ‌ଣ୍ଡ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଛ‌ନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେମାନଙ୍କର ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି । ସୁଦର୍ଶନ କହିଛନ୍ତି, ଏଭଳି ସମୟରେ ଉତ୍ତରାଖଣ୍ଡ ସହ ସାରା ଦେଶ ଠିଆ ହୋଇଛି । ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ଲୋକଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.