ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟ ପକ୍ଷରୁ ମା’ ଦୁର୍ଗାଙ୍କ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ଦୁର୍ଗାଙ୍କ ନବଦିନାତ୍ମକ ଦୁର୍ଗାପୂଜା ରୁଗୁଡିପଡାର ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ ଦୁର୍ଗାପୂଜା ବେଲ୍ୱବରଣ ରୀତିନୀତିରେ ଶେଷ ହୋଇ ଆଜି କଳସ ଯାତ୍ରା ସମାପନ ହୋଇ ମଣ୍ଡପରେ ମାଁ ମୃଣ୍ମୟୀଙ୍କ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ହୋଇଯାଇଛି । ଏ ବର୍ଷ ମା’ ଜଗତ ଜନନୀଙ୍କ ପୂଜା କର୍ତ୍ତା ଭାବରେ ବିଷ୍ଣୁଦତ୍ତ ହୋତା ଓ ଶୁଭଲକ୍ଷ୍ମୀ ହୋତା କାର୍ଯ୍ୟ ତୁଳାଉଥିବା ବେଳେ ସୁଦୁର ବୃନ୍ଦାବନ ଓ ବନାରସରୁ ଆସିଥିବା ଆଚାର୍ଯ୍ୟ ବୃନ୍ଦ ପୂଜାର୍ଚ୍ଚନା କରୁଛନ୍ତି । ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବରେ ପଙ୍କଜ ଚତୁର୍ବେଦୀଙ୍କ ସମେତ ଭିନୟ ଦ୍ୱିବେଦୀ, ରିଷଭ ଶୁକ୍ଲା, ବଳରାମ ସଜରିଆ, ଶିଲୁ ଶର୍ମ, ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ହିମାଂଶୁ ଶେଖର ପାଢୀ, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ସିଦ୍ଧାନ୍ତ ପୂଜାରୀ, ଜ୍ୟ୍ୟେତିରଞ୍ଜନ ନାୟକ, ଡମ୍ବରୁଧର ପଶାୟତ, ପ୍ରକାଶ ପଶାୟତ, ସ୍ୱସ୍ତିକ ସାହୁ, ନବୀନ ବାରିକ, ଗଣେଶ ସେଠ ସେବାକାରୀ ଭାବେ କାର୍ଯ୍ୟ ତୁଳାଉଥିବା ବେଳେ ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡା, ସଂପାଦକ ହରିନାରାୟଣ ପୂଜାରୀ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସଂଜୀବ ଶତପଥି, ସହ ସଂପାଦକ ଟିଙ୍କୁ ବାଗ, ଦେବବ୍ରତ ବଗର୍ତ୍ତି, କୋଷାଧ୍ୟକ୍ଷ ଦେବାଶିଷ ମହାକୁରଙ୍କ ସମେତ ଶିବାନନ୍ଦ ବାଗ, ନୟନ ମହାନ୍ତି, ଶଙ୍କେତ ବଗର୍ତ୍ତି, ବିଜୁ ଜାଲ, ବିଭୁତି ଭୂଷଣ ମିଶ୍ର, ଗୋପାଲ ବହିଦାର, ଅଜିତ ମହାରଣା, ଦୀପକ ନାୟକ, ପ୍ରଶାନ୍ତ ସାହାଣୀ, ସୁବାଷ ନାଏକ, ସ୍ୱରୁପ ରଥ, ପଂଚାନନ ଗଡୁଆ, ଅଭିଷେକ ଚନ୍ଦନ, ଜୟକିଶନ ପଟ୍ଟନାୟକ, ଜନ୍ମୟ ଚନ୍ଦନ, ଯୋଗେନ୍ଦ୍ର ନିଆଲ, ଗୋକୁଳ ସେଠ, ମୁନା ସେଠ, ତପନ ସେଠ, ଜୟ ପ୍ରକାଶ ଗହୀର, ନୂତନ ଛତ୍ରିଆ, ଗନନ ସେଠ, ପପୁନ ସଠେ, ସିବୁ ବଗର୍ତ୍ତି, ପ୍ରଦୀପ ମେହେର, ନାନୁ ମଲ୍ଲିକ, ଜଗତପତି ନାଏକ, ରୋଶନ ଦୀପ, ସଂଜୟ ବାଙ୍କ, କୁଲଦୀପ ପଣ୍ଡା, ଦୀପକ ବାଗ, ରାହୁଲ ସେଠ, ତାପସ ମହାନ୍ତି, ଟୁନା ବାଙ୍କ, ଦିଲ୍ଲୀପ କୁମାର ବାଗ, ଚରଣ ସାହାଣୀ, ଦୁର୍ଯ୍ୟୋଧନ ନାୟକ, ବିଶ୍ୱ ରଂଜନ ସିଂ, ନବୀନ ନାଗ, ଲିଙ୍କନ ପଟ୍ଟନାୟକ, ମିଲନ ସାହାଣି, ବଣ୍ଟି ସେଠ, ଗଣେଷ ମେହେର, ସୁମିତ ବଗର୍ତ୍ତି, ପ୍ରଶାନ୍ତ ନାଏକ, ପଂଚାନନ ସାହୁଙ୍କ ସମେତ ଶ୍ରଦ୍ଧାଳୁ ଆଜିର କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.