centurian jitm

ଟିଟିଲାଗଡ଼ କେଜିଏନ୍‌ କମିଟି ପକ୍ଷରୁ ଲୋକଙ୍କୁ ସରବତ ବଣ୍ଟନ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତ ରତ୍ନ ବାବା ସାହେବ ଡ ଭିମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ କେଜିଏନ କମିଟି ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଥଣ୍ଡା ପାନୀୟ ସରବତ ବଣ୍ଟନ ସର୍ବ ସାଧାରଣଙ୍କୁ ବଣ୍ଟନ କରାଯାଇଛି । ପଥଚାରୀ, ବାଇକ ଆରୋହୀ ତଥା ରେଲିରେ ଆସୁଥିବା ସମସ୍ତ ଜନସାଧାରଣଙ୍କୁ ଥଣ୍ଡା ସରବତ ବାଣ୍ଟି ଏକ ଭାଇଚାରାର ଉଦାହରଣ ସୃଷ୍ଟି କରିଛି କେଜିଏନ୍‌ କମିଟି । ଏହି ଅବସରରେ ଜିଏସ୍‌ପି କ୍ଲବର ପୂର୍ବତନ ସଭାପତି ଆଲୋକ ଦାସ ମଧ୍ୟ ସାମିଲ ହୋଇ ଲୋକଙ୍କୁ ସରବତ ବଣ୍ଟନ କରିଥିଲେ । ଏହି ସେବା କାର୍ଯ୍ୟରେ କେଜିଏନ କମିଟିର ସଭାପତି ହିଫଯୁଲ ରେହେମାନ, ସମ୍ପାଦକ ଆବାସ ଖାଁ, କମିଟିର ସଦସ୍ୟ ଜାଫର ଖାଁ, ରାଜୁ ଖାଁ, ଗୁଡୁ ଖାଁ, ଘୁଫରାନ ବେଜ୍, ନଜିର ଆଲମ, ତୋସିଫ୍ ଖାଁ, ଖୱାଜ ମହମ୍ମଦ, ଏହମଦ ଖାଁ, ଯୁମ୍ମା ଖାଁ, ଇଁମରାନ ମେମନ୍ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.