centurian jitm

ପବିତ୍ର ଶ୍ରୀରାମ ନବମୀ ଅବସରରେ ‘ବିଶାଳ ବାଇକ ରାଲି’ରେ ସାମିଲ ହେଲେ ମନ୍ତ୍ରୀ ମୁକେଶ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ହୋଇଥିବା ଏକ ବିଶାଳ ବାଇକ ରାଲି’ରେ ସାମିଲ ହେବା ସହ ସରଗାଡରୁ ବାହାରି ତଲିଉଡ଼ାର ପର୍ଯ୍ୟନ୍ତ ନଗର ପରିକ୍ରମା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ । ଏଭଳି ଏକ ଭବ୍ୟ ଉତ୍ସବରେ ସାମିଲ ହୋଇ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!