csstore

ଜିଲ୍ଲା ବାର ଏସୋସିଏସନ୍‌ ନିର୍ବାଚନ ୨୦୨୫ – ୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନିର୍ବାଚନ ବଲାଙ୍ଗିର ବାର ଠାରେ ଅନୁଷ୍ଠିତ ହୋଇଯାଇଛି । ବାର ହଲରେ ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ତଥା ନିର୍ବାଚନ ଅଫିସର ଗୋପାଳ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ସଂପାଦିତ ହୋଇଯାଇଛି ୨୦୨୫ – ୨୬ ବର୍ଷ ପାଇଁ ହୋଇଥିବା ନିର୍ବାଚନରେ ସଭାପତି ଭାବେ ବାସୁଦେବ ରଥ, ଉପସଭାପତି ସୁଧାଂଶୁ ଶେଖର ଦେଓ, ସଂପାଦକ ସଞ୍ଜୟ କୁମାର ବଗର୍ତ୍ତି, ସହସଂପାଦକ ସୁମିତ କୁମାର ଖୁଆସ, କୋଷାଧ୍ୟକ୍ଷ ସମୀର କୁମାର ମିଶ୍ର ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟଭାବେ ଆର୍ତତ୍ରାଣ ପୁରୋହିତ, ପ୍ରମୋଦ କୁମାର ତ୍ରିପାଠୀ, ସରୋଜ କୁମାର ଗୁପ୍ତା, ଶଙ୍କର କୁମାର ମିଶ୍ର, ରାଜେନ୍ଦ୍ର ମିଶ୍ର, ମଳୟ ରଞ୍ଜନ ଗଡତିଆ, ଦିପ୍ତି ଶର୍ମା, ଗୋବିନ୍ଦ ଚହନ୍ଦ୍ର ମାହାନ୍ତି, ଶିଦତ୍ତ ଦ୍ୱିବେଦି, ଭବାନୀ ଶଙ୍କର ଭୌଇ, ସବିତା ରାଣୀ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି । ତେବେ ନୂତନ କମିଟି ବାରର ସମ୍ମାନକୁ ଆଗକୁ ନେବା ସହ ଅବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.