ଦୟାନନ୍ଦ ପ୍ଲେ ସ୍କୁଲର ନାମ ପରିବର୍ତ୍ତନ ହୋଇ ଏବେ ନାରାୟନ୍ ପ୍ଲେ ସ୍କୁଲ : ସାଜିଛି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତର ପୃଷ୍ଠଭୂମି
ବଲାଙ୍ଗିର, (କେପିଏନ୍ଏସ୍) : ଦୟାନନ୍ଦ ପ୍ଲେ ସ୍କୁଲ ଏବେ ନାରାୟନ୍ ପ୍ଲେ ସ୍କୁଲ । ବଲାଙ୍ଗିର ସହରର ପେଲେସ୍ଲାଇନ୍ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲ ଏବେ ନାରାୟନ୍ ପ୍ଲେ ସ୍କୁଲ ଭାବରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମହଲରେ । ଦୀର୍ଘ ଦିନରୁ ଅଭିଭାବକଙ୍କ ସାହାସ, ଭରସା ଓ କୁନି କୁନି ଛାତଛାତ୍ରୀଙ୍କ ମାଇଲଖୁଣ୍ଟ ସାଜିଥିବା ଦୟାନନ୍ଦ ପ୍ଲେ ସ୍କୁଲ ତାହାର ନାମ ପରିବର୍ତ୍ତନ କରିଛି । ନାମ ପରିବର୍ତ୍ତନ କରି ନାରାୟନ୍ ପ୍ଲେ ସ୍କୁଲ ଭାବରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମହଲରେ । ପାଠପଢା ହେଉ କି କୁନି କୁନି ଛାତ୍ରଛାତ୍ରୀଙ୍କୁ ସଫଳତାର ପ୍ରଥମ ପାହାଚ ଚଢାଇବାରେ ପୂର୍ବରୁ ଯେପରି ଏହି ପ୍ଲେ ସ୍କୁଲ ନାଁ ରଖି ଆସିଥିଲା । ବର୍ତ୍ତମାନ ନାମ ପରିବର୍ତ୍ତନ ପରେ ମଧ୍ୟ ତା ଠୁ ଢେର ଗୁଣା କୁନି କୁନି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ଦୁନିଆ ଦେଖାଇବା କ୍ଷେତ୍ରରେ ଧୁରନ୍ଧର । ଏଥିପାଇଁ ହିଁ ଅଭିଭାବକଙ୍କୁ ଅଧିକ ଆକୃଷ୍ଟ କରିବା ସହ ଛାତ୍ରଛାତ୍ରୀଙ୍କ ମାଇଲଖୁଣ୍ଟ ସାଜିଛି ଏହି ନାରାୟନ ପ୍ଲେ ସ୍କୁଲ । ଅନ୍ୟପଟେ ସ୍କୁଲ ଉନ୍ନତି ଓ ଚଲାପଥ କୁସମିତ ହେବା ପାଇଁ ଅଭିଭାବକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସ୍କୁଲ ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର କହିଛନ୍ତି ।
