jsm

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ

csstore

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ଦ୍ୱାରା ସ୍ଥାନୀୟ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ରାକେଶ ପଣ୍ଡିତ ଅଗ୍ରୱାଲ, ସଭା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲ, ତଉଲିଆ ଅତିଥି ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନ ଯିବି ବିଷ୍ଣୁ ପ୍ରସାଦ ଶର୍ମା ଯୋଗ ଦେଇଥିଲେ । ଏହି ଅବସରରେ କଣ୍ଟାବାଞ୍ଜିର ବିକାଶରେ ସାମ୍ବାଦିକମାନଙ୍କ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ମୋହନ ସୋନିଙ୍କ ଅଧ୍ୟକ୍ଷତାରେ ସୁବାସ ବେହେରା, ଜିବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, କୁଟିକର ବାଗ ଶିବଶଙ୍କର ବାଗ, ଏସ.କେ ସମିମ୍‌, କୈଳାସ ସାଗରିଆ, କୁଶଳ ଠାକୁର ସାମିଲ ଥିଲେ ।

yuvodaya
Leave A Reply

Your email address will not be published.