ଝାଡ଼ାବାନ୍ତି ଆତଙ୍କ : ୧୦୦ରୁ ଅଧିକ ଚିକିତ୍ସିତ

ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୧୦୦ରୁ ଅଧିକ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଭୟଭୀତ । ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେଇଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ଚରାଯାଇଛି । ତେବେ ଡାଇରିଆ ଖବର ପାଇ ଗୋପ ମେଡିକାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାମରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବା ସହିତ ସାମାନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି ।

Leave A Reply

Your email address will not be published.