ସମ୍ବିଧାନ ଛକ ଠାରେ ସମ୍ବିଧାନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସମ୍ବିଧାନ ଛକଠାରେ ଯୁବ ସାମାଜସେବୀ ଅନିଳ ସିପକାଙ୍କ ନେତୃତ୍ୱରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ ତାଣ୍ଡି ଯୋଗଦେଇ ଜାତୀୟ ପତ‌କା ଉତ୍ତୋଳନ କରିବା ପରେ ତାଙ୍କ ଅବିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଗଫାର ଖାଁ, ଅନିଳ ବିଭାର ଯୋଗ ଦେଇଥିଲେ । ଲାଲୁ ତାଣ୍ଡି, ଅଶୋକ କୁମାର, ବଣ୍ଟି ଖୁରା, ଛଟୁ ମାହାନନ୍ଦ, ମିଥୁନ ବିଭାର, ବୈକୁଣ୍ଠ ମାହାନନ୍ଦ, ଅନୁପ ଖୁରା, ରେସବ ମାହାନନ୍ଦ, ଗୌର ବାଗ, କାହ୍ନା ମାହାନନ୍ଦ, ସୋନୁ ପନିକା, ଯୋଗେଶ ପନିକା, ନରହରି ଜାଳ, ସୁନିଳ ସିପକା, ଯୁବ ସାମ୍ବାଦିକ ରୋହନ କୁମାର ମହତ, ତୁଲସୀରାମ ଜଗତ, ସମାସେବୀ ରାଜେନ୍ଦ୍ର ଦୀପଙ୍କ ସହ ଅନ୍ୟ ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.