କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମସ୍ତ ମନ୍ଦିର ଖୋଲାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରାଯିବା ସହିତ ବଲାଙ୍ଗୀର ଜିଲ୍ଲାର ସମସ୍ତ ମନ୍ଦିର ଖୋଲାଯିବାକୁ ଅନୁରୋଧ କରାଯିବା ସହ ଏକ ଦାବିପତ୍ର କରାଯାଇଛି ।

ଏଥିରେ ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ସମେତ ନଗର ସଭାପତି ସନ୍ତୋଷ ସାହୁ, ଶଙ୍କର୍ଷଣ ଆଚାର୍ୟ୍ୟ, ପ୍ରଦୀପ ସାହୁ, ସଇଲେନ୍ଦ୍ର ନାଏକ, ରାଜୁ ନାଏକ, ସୁଶିଲ ସାହୁ, ସୁରଜ ବକୁଲ, ସମୀର ମହାକୁର, ଭାସ୍କର ରାଓ, ଅଂଶୁମାନ ଓ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.