ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଏଭିନିରତାର କେନ୍ଦ୍ରରେ ବୁଧବାର ଭାରତ ସରକାରଙ୍କ ଅଧୀନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଟ୍ରାଇସାଇକେଲ, ହିଅରିଙ୍ଗ, ହ୍ୱିଇଲ ଚେୟାର ଆଦି ପ୍ରଦାନ କରାଯାଇଛି । ସିଆର୍ସି ଦୀପକ ନାୟକ କାର୍ଯ୍ୟକମକୁ ପରିଚାଳନା କରିଥିଲେ । ସୁରେନ୍ଦ୍ର ଭୋଇ କାର୍ଯ୍ୟକ୍ରମରେ ସରକାରଙ୍କ ନିମୟ ବିଷୟରେ ଦିବ୍ୟାଙ୍ଗମାନଙ୍କୁ ବୁଝାଇଥିଲେ । ସୌମ୍ୟ ଶେଖର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଏଭିନିରତାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
Prev Post
Next Post