କଂଟାବାଂଜିକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଗତକାଲି କଂଟାବାଂଜିକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ପରିଦର୍ଶନ କରି ପ୍ରଥମେ କଂଟାବାଂଜିର ରେଡିଓ ସନ୍ଦେସକୁ ଉଦ୍‌ଘାଟନ କରିଥିବା ବେଳେ କଂଟାଂଜାଜି ସିଏଚ୍‌ସି ଓ ଗୋଶାଳକୁ ପରିଦର୍ଶନ କରି ଚାଲିଥିବା କାମ ଗୁଡିକର ତଦାରଖ କରିଥିଲେ । ଅନ୍ୟପଟେ କଂଟାବାଂଜି ସ୍ଥିତ ବାଳାଶ୍ରମକୁ ମଧ୍ୟ ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଶ୍ରୀ ରାଣା ।

Leave A Reply

Your email address will not be published.