ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ

ରାୟପୁର : ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ୍‌ ଏବଂ ପିକଅପ୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.