centurian jitm

ତୁଷୁରାବାହାଲ ଗାଁରେ ବୁଢାଦେଓ ଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗାଁରେ ଅନୁଷ୍ଠିତ ହେଉଥିବା ବୁଢାଦେଓ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା । ଏହି ଅବସରରେ ଶ୍ରୀ ହୋତାଙ୍କ ସହ ବିଶିଷ୍ଠ ନାଟ୍ୟକାର କୈଳାସ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଜନାର୍ଦ୍ଦନ ମହାପାତ୍ର, ଯୁବନେତା ଶଙ୍କର ମେହେର, ବରିଷ୍ଠ ନେତା ଘାସିରାମ ବେହେରା ଯୋଗଦେଇ ସଭାର ଶୋଭା ମଣ୍ଡିତ କରିଥିଲେ ।

Leave A Reply

Your email address will not be published.