ରାଧାରାଣୀପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମହାମହିମ ରାଜ୍ୟପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ତେବେ ଏହି ଅବସରରେ ରାଧାରାଣୀ ପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ଏହି ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ଅତିଥି ଭାବେ ଯୋଗ ଦାନ କରି ବଲାଙ୍ଗିର ବିକାଶ ସଂପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.