jsm

ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପନିର୍ବାଚନ ପାଇଁ ଉୁଠୁଛି ପଡୁଛି ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଏହା ସହିତ ଦଳ ଦିଆଁ ଖେଳ ବି ଜାରି ରହିଛି । ତେବେ ଏହାରି ଭିତରେ ପଦ୍ମପୁର କଂଗ୍ରେସର ଟାଣୁଆ ନେତା ସଭାପତି ଚମ୍ପକ ପୁରୋହିତଙ୍କ ସହ କଂଗ୍ରେସର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଓ ବିଜେଡିର ରାଜ୍ୟ ବରିଷ୍ଠ ସଦସ୍ୟ ନିହାର ରଂଜନ ବେହେରାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

yuvodaya
Leave A Reply

Your email address will not be published.