ମଠାଧୀଶ ମହନ୍ତ ଦାସଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଶ୍ରୀ ଶ୍ରୀ ଅଲେଖ ସ୍ଵାମୀ ପ୍ରଭୁ ଗାଦିବ୍ରହ୍ମ ମଠ ବେନୁପଡ଼ାର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଶ୍ରୀ ଦାଶରଥି ଦାସଙ୍କର ୬୫ ବର୍ଷ ବୟସରେ ଗତକାଲି ସନ୍ଧ୍ୟା ୭:୧୦ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.