jsm

ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମହାତ୍ମା ଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଗାନ୍ଧୀ ଜୟନ୍ତୀର ପାଳନ କରିବା ସହିତ ଇଂରେଜ ଶାସନରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ସାରା ଦେଶରେ ଚଲାଇଥିଲେ । ସେହି ‘ସତ୍ୟାଗ୍ରହ‘କୁ ପାଥେୟ କରି ୧୯୮୦ ଦଶକରେ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଫଟୋ ସ୍ଥାପନା କରି ଦୀପ ପ୍ରଜ୍ୱଳନ ସହ ଫୁଲମାଳ ପିନ୍ଧାଇ ଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଦର୍ଶିତ ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନର ଗାନ୍ଧିଜୀଙ୍କ ବିଚାରର ପ୍ରାସଙ୍ଗିକତା ଉପରେ ବିଶିଷ୍ଟ ବ୍ୟକ୍ତିମାନେ ନିଜର ମତବ୍ୟକ୍ତ କରିଥିଲେ ।

yuvodaya
Leave A Reply

Your email address will not be published.