ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଏହି ନିର୍ମାଣ କାର୍ଯ୍ୟ ଗୁଡିକ ହେଲା ୨.୨ କିଲୋମିଟରର ପିଡବ୍ଲ୍ୟୁଡି ବାଇପାସ୍ ରାସ୍ତା, ନୂତନ ବସ୍ ଟର୍ମିନାଲ୍ ସାମ୍ନାରେ ୪ ଟି ରାସ୍ତା, ବଲାଙ୍ଗିର ଭୀଭ ଭୋଇ ମେଡିକାଲ କଲେଜରେ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଏବଂ ଗାନ୍ଧୀ ଷ୍ଟାଡିୟମ୍‌ର ଗ୍ୟାଲେରୀ କାର୍ଯ୍ୟ ।

Leave A Reply

Your email address will not be published.