Yearly Archives

2026

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ
Read More...

ଷଷ୍ଠ ସେମିଷ୍ଟାର ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ବିଭୂଦେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷା ବିଭାଗର ଅଧ୍ୟାପିକା
Read More...

ବଲାଙ୍ଗିରରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସେବା ସଦନରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ନୂତନ କାର୍ଯ୍ୟକାରିଣୀର ଭବ୍ୟ ଶପଥ ଗ୍ରହଣ ଉତ୍ସବ ବହୁତ ଉତ୍ସାହ ଓ ଗମ୍ଭୀର ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବିଭିନ୍ନ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ୧୪ ବର୍ଷ ବୟସ୍କ ବାଳିକାମାନଙ୍କ ପାଇଁ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ଡାକ୍ତର ଧୀରେନ କୁମାର ମେହେର, ବି.ପି.ଏଚ୍‌.ଓ., ଆଗଲପୁରଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରାୟୁ ଗ୍ରୀବା
Read More...

ବ୍ଲକ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସର ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ୱାବଧାନରେ ଜୟପାଟଣା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଜନଗଣନା ୨୦୨୭ (ପର୍ଯ୍ୟାୟ ୧) ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ତାଲିମ ଶିବିର
Read More...

“ସଂସଦ ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର” : ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଶକ୍ତିଶାଳୀ ଭାଷଣ

ପଲ୍ଲୀରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ – ସଂବିଧାନ ମୂଲ୍ୟବୋଧର ସପକ୍ଷରେ ନିରଞ୍ଜନ ବିଶିଦେଶରେ ସମାଜର ଶେଷଧାଡ଼ିର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ଦରକାର – ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଦୃଢ଼ ବାର୍ତ୍ତାକୃଷକ, ଶ୍ରମିକ, ଗରିବ ଓ ଆଦିବାସୀ ଦଳିତଙ୍କ ପାଇଁ ଲଢ଼େଇ - ରାଜ୍ୟସଭାରେ
Read More...

କୁଆଁରମୁଣ୍ଡାରେ ବନାଗ୍ନୀ ନିବାରଣ ନେଇ ସଚେତନତା ଶିବିର ଓ ରାଲି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନାଗ୍ନୀ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ବନଖଣ୍ଡ ପକ୍ଷରୁ ଡିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା
Read More...

ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଲୋକସଭାରେ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଶେଷ କରି ରେଳ ସେବାର ବିକାଶ ଓ ଯାତ୍ରୀଙ୍କ ସୁବିଧାକୁ ନେଇ ସେ ଗୃହରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ନୂତନ ରେଳ
Read More...

ପ୍ରଣତି ବେହେରାଙ୍କ କବିତା ସଂକଳନ ‘ନବଘନର ଘର’ ଉନ୍ମୋଚିତ

ସାହିତ୍ୟ କୌଣସି ଧାରାରେ ବାନ୍ଧି ହୁଏନା, ବରଂ ଅନ୍ୟର ମରମ କଥା କହିଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : କବି ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ ‘ନବଘନର ଘର' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ସାରସ୍ୱତ ଉତ୍ସବରେ ମୁଖ୍ୟଅତିଥି
Read More...

ଶଳାକୁ ପିଟି ପିଟି ମାରିଦେଲା ଭିଣୋଇ

ବରଗଡ, (ମୁନ୍ନା ସାହୁ) : ସାମାନ୍ୟ ବଚସାରୁ ଜଘଂନ୍ୟକାଣ୍ଡ, ଶଳାକୁ ପିଟି ପିଟି ମାରିଦେଲା ଭିଣୋଇ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୁକ୍ତ ଭିଣୋଇ ଶୁକଦେବ ମହାନନ୍ଦ ଶଳା ସୁଦୀପ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ
Read More...