Yearly Archives

2026

ଡ. ରାମମନୋହର ଲୋହିଆ ଜୟନ୍ତୀ ଓ ଭଗତ ସିଂ ଫାଶୀ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନବୀନ ଭବନ ଠାରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ରାମ ମନୋହର ଜୟନ୍ତୀ ତଥା ଭଗତ ସିଂ ଫାଶୀ ଦିବସ ପାଳିତ ହୋଇଯାଇଛି । ସଭାପତି ତାଙ୍କ ଭାଷଣରେ ସ୍ୱର୍ଗତ ଲୋହିଆ ଏବଂ ଭଗତ ସିଂ ବ୍ରିଟିସ କବଳରୁ ଭାରତବର୍ଷକୁ ମୁକ୍ତ କରିବା ପାଇଁ ଯେଉଁ
Read More...

ସହିଦ ଦିବସ ଉପଲକ୍ଷେ ଶ୍ରମଦାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହିଦ ଦିବସ ଉପଲକ୍ଷେ ଟିଟଲାଗଡ ବ୍ଲକ ନାରେନ ପଞ୍ଚାୟତ ଠାରେ ଦୁଇ ଦିନିଆ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ନାରେନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମବାୟ ସମିତି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଡିଏମ୍‌ ପବିତ୍ର ବେହେରା, ପିଡ଼ି ତରଣୀ ସୁନା, ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, କଣ୍ଟାବାଞ୍ଜି ଏସ୍‌ଡିପିଓ
Read More...

କାଂଶୀରାମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦମପଡା ସ୍ଥିତ କାଂଶୀରାମ କ୍ଲବ ତରଫରୁ ଦାଦା ସାହେବ କାଂଶୀରାମଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ କ୍ଲବର କର୍ମକର୍ତ୍ତା ତଥା ସଭ୍ୟମାନେ ଏକ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଚେରୀ ଛକ ସ୍ଥିତ
Read More...

ବଡ଼ବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ରର ନବମ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଲେଟକାନୀରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆର୍‌ପି ଭାବେ ବଡ଼ବନ୍ଧ
Read More...

ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ସାକ୍ଷାତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍‌ଟିଇ ଓ ଅନ୍ୱେଷା ଯୋଜନାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଜିଲ୍ଲା ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଥିଲେ । ଠିକ୍‌ ସମୟରେ ବହି, ପୋଷାକ, ଜୋତା ନ
Read More...

ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ାକୁ ଶ୍ରେଷ୍ଠ
Read More...

ଶହୀଦ ଦିବସ ପଦଯାତ୍ରା ପାଳନ

ଶହୀଦ ଦିବସ ପଦଯାତ୍ରା ଶ୍ରମଦାନ କାର୍ଯ୍ୟକ୍ରମ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ ଥିବା ମେରା ଯୁବା ଭାରତ ବରଗଡ଼ ଦ୍ୱାରା ଝାରବନ୍ଧ ବ୍ଲକ ସରଗୁଳ ସ୍ଥିତ ଐତିହାସିକ ସିମୁଲିଖୋଲ ଠାରେ ମେରା ଯୁବା ଭାରତ ବରଗଡ଼ ତରଫରୁ ଜିଲ୍ଲା ସ୍ତରୀୟ
Read More...

ବିଶ୍ୱ ଜଳ ଦିବସରେ ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଫରେଷ୍ଟର କୁଲିପାଲି ଜଙ୍ଗଲ ପରିଧି ଅଞ୍ଚଳରେ ଗଛ ଓ ଶାଖା ମାନଙ୍କରେ ଓ ଗଛ ତଳେ ପଶୁ ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର
Read More...

ଅଜଣା ଗାଡି ଧକ୍କା ଦୁଇ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟରେ ଥିବା ଭାଲିଆତୋଟା ପାଣି ଟାଙ୍କି ନିକଟରେ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବିଷମ କଟକରୁ ଏକ ପଲ୍‌ସର୍ ବାଇକ୍ ଓଡି ୧୮ ପି ୯୪୦୨ରେ ରାୟଗଡ଼ା ଅଭିମୁଖେ
Read More...