ପାଣିଟାଙ୍କିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
ତୁଷୁରା, (ଖୁସିରାଣୀ ସାହୁ) : ପାଣିଟାଙ୍କିରେ ପଡିଛି ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ । ତୁଷୁରା ଥାନା ଡ଼ାହିମାଲ କଲେଜ ନିକଟସ୍ଥ ପୋଲ ପାଖରେ ଥିବା ଟାଙ୍କି ଭିତରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ । ଦୀର୍ଘ ୧୫ ଦିନ ଧରି ଅଜଣା ବ୍ୟକ୍ତିଙ୍କ!-->…
Read More...
Read More...