Yearly Archives

2026

କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଇନଜୀବୀ ମହେଶ ପ୍ରସାଦ ମହାପାତ୍ର ଉପସଭାପତି, ନିହାର ରଞ୍ଜନ ମିଶ୍ର
Read More...

ପରିବେଶ ସଚେତନତା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ଟ୍ରାକ୍ଟରରେ ନିଆଁ ଲଗେଇ ଦୃର୍ବୁତ୍ତ ଫେରାର

ବଲାଙ୍ଗିର, (କେପିଏନ୍‌) : ନୂତନ ଟ୍ରାକ୍ଟର ଆଣିଥିଲେ । ହେଲେ କେହି ଜଣେ ନିଆଁ ଲଗେଇ ଫେରାର ମାରିଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ଏହି ଘଟଣା ହୋଇଥିବା ବେଳେ ଗାଁ ପିଣ୍ଟୁ ସାହୁ ନାମକ ଜଣେ ଯୁବକଙ୍କ ଟ୍ରାକ୍ଟର ଜାଳି ଦେଇଛି ଦୃର୍ବୁତ୍ତ। ଜଳିପୋଡ଼ି ଛାରଖାର
Read More...

ଦବଦବା ପ୍ରଦର୍ଶନ କରି ଏଲ୍. ଗୋପୀ ଓକିଲ ସଂଘ ସଭାପତି ଭାବେ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାର୍ ଆସୋସିଏସନର ଚଳିତ ବର୍ଷର ନିର୍ବାଚନ ତଥା ଓକିଲ ସଂଘ ସଭାପତି ପଦବୀରେ ଏଲ୍. ଗୋପୀ ସଂଖ୍ୟାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷର ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସମସ୍ତଙ୍କୁ ଚକିତ କରିଦେଇଛି । ଛତ୍ରପୁର
Read More...

ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀ ମନ୍ଦିର ପରିସରରେ ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ଏକ ବାର୍ଷିକ ଅଧିବେଶନ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଆଦିକନ୍ଧ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ଜଗନ୍ନାଥ ଡ୍ରାମା କ୍ରିଏସନ ପକ୍ଷରୁ ସ୍ୱତନ୍ତ୍ର ମଞ୍ଚାଭିନୟ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଅଗ୍ରଣୀ ଡ୍ରାମା ଅନୁଷ୍ଠାନ ଜଗନ୍ନାଥ ଡ୍ରାମା କ୍ରିଏସନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ମଞ୍ଚ ନାଟକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବକ୍ତାମାନେ
Read More...

ମାର୍ଚ୍ଚ ୨୯, ୨୦୨୬ ଅନ୍ତର୍ଜାତୀୟ ମର୍ମେଡ୍ ବା ମତ୍ସ୍ୟକନ୍ୟା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୯ ମାର୍ଚ୍ଚରେ "ଅନ୍ତର୍ଜାତୀୟ ମର୍ମେଡ୍ ବା ମତ୍ସ୍ୟକନ୍ୟା ଦିବସ" ପାଳନ କରାଯାଏ । ଏହି ଦିନ ପ୍ରାଚୀନ ମର୍ମାଏଡ୍, ଯାହା ଏକ ଅର୍ଦ୍ଧ ମହିଳା ଓ ଅଧା ମାଛ ଦ୍ଵାରା ଗଠିତ ବିଚିତ୍ର ପ୍ରାଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି ଯାହା ଶତାବ୍ଦୀ
Read More...

ଜନମ ମାଏଟ ବଚାଓ ସଂଘର୍ଷ ସମିତି

ସଲେପାଲି ଗ୍ରାଫାଇଟ ଖଣି ଖନନ ନିଲାମ ପ୍ରତ୍ୟାହାର ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସାଲେପାଲି ଗ୍ରାଫାଇଟ ଖଣି ଖନନ ନିଲାମ ଦିଆହୋଇସାରିଛି । ଦୁଃଖର ବିଷୟ ଏୟା ଯେ ବିନା ଗ୍ରାମସଭା, ବିନା ପଲ୍ଲିସଭା, ଜନସାଧାରଣଙ୍କ ଅଗୋଚର, ଜନସାଧାରଣଙ୍କ ଅଜାଣତରେ
Read More...

ଫୁଲବାଣୀ ଓକିଲ ସଂଘର ନିର୍ବାଚନ : ସଭାପତି ଭଗବାନ ମହାନ୍ତି ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନିର୍ବାଚିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶା ଷ୍ଟେଟ ବାର କାଉନସିଲରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ
Read More...

ରାଉରକେଲା ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା

ସଦାନନ୍ଦ ସାହୁ - ସଭାପତି, ରାଜକିଶୋର ପ୍ରଧାନ ଉପସଭାପତି ଓ ଦେବାନନ୍ଦ ତନ୍ତୀ ସଂପାଦକ ଭାବରେ ଲଗାତର ହ୍ୟାଟ୍ରିକ ବିଜୟଯୁଗ୍ମ ସଂପାଦକ ଭାବେ ଶାନ୍ତନୁ କୁମାର ଦାସ ଓ ଲାଇବ୍ରେରୀ ସଂପାଦକ ଭାବେ ଶ୍ରୀନିବାସ ପଣ୍ଡା ନିର୍ବାଚିତ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଆଇନଜୀବୀ
Read More...