Yearly Archives

2025

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମୂହ କେବଳ ନିଯୁକ୍ତି ଯୋଗ୍ୟ ସ୍ନାତକ ନୁହେଁ, ବରଂ ନୀତିବାନ,ସାମାଜିକ ଦାୟିତ୍ଵବାନ ଏବଂ ବିଶ୍ଵସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ମହାମାନ୍ୟ ରାଜ୍ୟପାଳ ଡ଼ଃ. ହରି ବାବୁ
Read More...

ବିପଦ ସଙ୍କୁଳ ଅବସ୍ଥାରେ ଜାମସେଠ ହାଇସ୍କୁଲ

ଫାଟକ ସମ୍ମୁଖରେ ଯାଇଛି ୩୩ କେଭି ମୁକୁଳା ତାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ହାଇସ୍କୁଲ ମୁଖ୍ୟ ଫାଟକ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ୩୩ କେଭି ମୁକୁଳା ତାର ଯାଇଛି ଓ ଖୁଣ୍ଟ ମଧ୍ୟ ପୋତା ଯାଇଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ସେହି ବାଟରେ
Read More...

ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

●ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ●ପ୍ରଧାନମନ୍ତ୍ରୀ ବିବାଦର ଶୀନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କଲେ●ଉଭୟ ନେତା ଭାରତ - ରୁଷ ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର
Read More...

୨୦୨୫-୨୬ରେ ଟ୍ରେନ୍‌ ଦୁର୍ଘଟଣା ସଂଖ୍ୟା ମାତ୍ର ୩କୁ ହ୍ରାସ ପାଇଛି : ରେଳ ମନ୍ତ୍ରୀ

ସୁରକ୍ଷା ପ୍ରତି ରେଳବାଇର ଗୁରୁତ୍ୱ; ୨୦୧୪-୧୫ରେ ଦୁର୍ଘଟଣା ସଂଖ୍ୟା ୧୩୫ରୁ ୨୦୨୪-୨୫ ୩୧କୁ କମିଛି : ଶ୍ରୀ ଅଶ୍ୱିନୀ ବୈଷ୍ଣବପ୍ରତି ନିୟୁତ ଟ୍ରେନ୍‌ କିଲୋମିଟର ପିଛା ଦୁର୍ଘଟଣା ୭୩% ହ୍ରାସ ପାଇଛିକୁହୁଡ଼ି ସୁରକ୍ଷା ଉପକରଣଗୁଡ଼ିକ ୨୮୮ ଗୁଣ ବୃଦ୍ଧି ପାଇଛି, ୨୦୧୪ରେ ୯୦ ରୁ ୨୦୨୫ରେ ୨୫,୯୩୯
Read More...

ପବିତ୍ର ରକ୍ଷା ବନ୍ଧନ ସୁରକ୍ଷା ଓ ସମ୍ପର୍କର ପବିତ୍ର ଡୋରି – ଅକ୍ରୁର ମାର୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ରାଉରକେଲାର ସେକ୍ଟର-୧୯, ଶାରଳା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନିତମ୍ବିନୀ
Read More...

ଜନସେବା ଅଭିମୁଖୀ ଦୃଷ୍ଟିକୋଣ ସହିତ, ୱେଭ୍‌ସ ଓଟିଟି ଭାରତର ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରୁଛି;…

ୱେଭ୍‌ସ ଓଟିଟି ଚୟନିତ ମନୋରଞ୍ଜନ ସହିତ ଭାରତୀୟ ଐତିହ୍ୟ, ସାର୍ବଜନୀନ ସେବା କାର୍ୟ୍ୟକ୍ରମ ଏବଂ ଖବର ପ୍ରସାରଣ କରୁଛି; ରାଷ୍ଟ୍ରମନ୍ତ୍ରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟୱେଭ୍‌ସ ଓଟିଟି ଆକାଶବାଣୀ ଏବଂ ଦୂରଦର୍ଶନରୁ ବିଶ୍ୱସନୀୟ, ସାଂସ୍କୃତିକ ଭାବରେ ସମୃଦ୍ଧ ବିଷୟବସ୍ତୁ ଉପଲବ୍ଧ କରାଇଥାଏ,
Read More...

ଡା. ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ବରିଷ୍ଠ ଡାକ୍ତର ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ତଥା ପୂର୍ବତନ ଶିକ୍ଷୟତ୍ରୀ ତୃପ୍ତିମୟୀ ମିଶ୍ରଙ୍କ ପରଲୋକ ଘଟିଛି । ବିଗତ କିଛି ସମୟ ହେବ ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ହେଉଥିଲା । ରବିବାର ସକାଳ ୭ଟା ୧୫ରେ ଚିକିତ୍ସିତ
Read More...

ରକ୍ତଦାନ କରି ଯୁବପିଢ଼ି ପାଇଁ ଉଦାହରଣ ସୃଷ୍ଟିକଲେ ବରିଷ୍ଠ ନାଗରିକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ପ୍ରଥମଥର ପାଇଁ ଏକ ନିଆରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନେ ରକ୍ତଦାନ କରି ଯୁବପିଢ଼ିମାନଙ୍କ ପାଇଁ ଉଦାହରଣ ସାଜିଲେ । ବୟସକୁ ଖାତିର
Read More...

ସଦଭାବନା ସମିତିର ୫୫୪ତମ ମାସିକ ସନ୍ଥ ଦିବସ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଦଭାବନା ସମିତି ଆନୁକୂଲ୍ୟରେ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଭାଶିଷ ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ୫୫୪ ତମ ମାସିକ ସନ୍ଥ ଦିବସ ପାଳିତ ହୋଇଯାଇଛି । ସଦସ୍ୟ
Read More...

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନା ୬୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ନୃସିଂହ ଜେନା ଏକାଧାରରେ ଜଣେ ରାଜନୈତିକ ନେତା ସହିତ ଜଣେ ସୁଲେଖକ, କବି, ତେଜସ୍ଵୀ ବକ୍ତା, ସମାଜସେବୀ ଥିଲେ । ସେ ବିଭିନ୍ନ ସଙ୍ଗଠନ ସହିତ ଜଡିତ
Read More...