ନୃସିଂହନାଥ ପୀଠରେ ଲୋକାର୍ପଣ ସମାରୋହ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର 'ଗଣ ଇସ୍ତାହାର'ର ୪୫ତମ ଜୟନ୍ତୀ ସଂଖ୍ୟା ପବିତ୍ର ନୃସିଂହନାଥ ପୀଠରେ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଜୟନ୍ତୀ ସଂଖ୍ୟାକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମର ସ୍ମୃତିରେ!-->…
Read More...
Read More...