Yearly Archives

2025

ଓଡ଼ିଆ ଭାଷା ବିକାଶ ମଂଚ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ସେକ୍ଟର ୧୪ରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ବକ୍ତବ୍ୟରେ କହିଲେ ଯେ, ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ସହରର ଅଗ୍ରଣୀ ଅନୁଷ୍ଠାନ "ସୁବର୍ଣ୍ଣରେଖା" ତରଫରୁ ତୁମକେଲା, ସେକ୍ଟର -୧୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ପାତ୍ର ଯୋଗଦେଇ
Read More...

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ପୋଲିସ ଷ୍ଟେସନ ଛକରୁ ବାହାରି ସହର ପରିକ୍ରମଣ କରି ଡ୍ରାଇଭିଙ୍ଗ ଟ୍ରାକ ପଡିଆରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ସହରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆଞ୍ଚଳିକ
Read More...

ପ୍ରଧାନମନ୍ତ୍ରୀଙ୍କ ‘‘ମନ୍ କି ବାତ୍” ରୁ ୩୪.୧୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ

ୟୁଟ୍ୟୁବ୍ ଏବଂ ଓଟିଟି ସମେତ ଡିଜିଟାଲ ପ୍ଲାଟଫର୍ମରେ 'ମନ୍ କି ବାତ୍ "ପାଇଁ ଦର୍ଶକଙ୍କ ଯୋଗଦାନରେ ଉଲ୍ଲେଖନୀୟ ଅଭିବୃଦ୍ଧିପ୍ରଧାନମନ୍ତ୍ରୀ ମୋଦୀଙ୍କ ‘‘ମନ୍ କି ବାତ୍ " ଏକ ଜାତୀୟ ମଞ୍ଚ ସାଜିଛି, ଯେଉଁଥିରେ ତୃଣମୂଳ ସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଏବଂ ରାଷ୍ଟ୍ର ନିର୍ମାଣରେ
Read More...

ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ – ଧର୍ମେନ୍ଦ୍ର ପ୍ରଧାନ

୪୨୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ସ୍ୱାଗତଯୋଗ୍ୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ରାକ୍ଷୀ ପୂର୍ଣ୍ଣିମାର
Read More...

ଝରିଆଲରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର ଝରିଆଲ ସ୍ଥିତ ଝରିଆଲ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ଆହ୍ୱାନ କ୍ରମେ ସଂଗଠନର ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ
Read More...

ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’

ନୂଆଦିଲ୍ଲୀ, (ପିଆଇବି) : ଆଇସିଏମଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ବର ପକ୍ଷରୁ ୮ ଅଗଷ୍ଟ ୨୦୨୫ରେ ଆଇସିଏମଆର-ସାଇନ ( ନୂଆ ପିଢିର ଗବେଷକଙ୍କ ପାଇଁ ବିଜ୍ଞାନ ଓ ସ୍ବାସ୍ଥ୍ୟ ଉଦ୍ଭାବନ) କାର୍ୟ୍ୟକ୍ରମ-୨୦୨୫ ଅନୁଷ୍ଠିତ ହୋଇଯାଇଛି । କିମ୍ବଦନ୍ତୀ ବୈଜ୍ଞାନିକ ପ୍ରଫେସର
Read More...

ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା ଧାମ ମନ୍ଦିର ଏବଂ ଏହାର ପରିସରର ବିକାଶ କାର୍ୟ୍ୟର ଭୂମି ପୂଜନ କରିଛନ୍ତି କେନ୍ଦ୍ର…

ଶ୍ରୀ ଅମିତ ଶାହ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସୀତାମଢୀ-ଦିଲ୍ଲୀ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେମାତା ଜାନକୀ ଜନ୍ମ ନେଇଥିବା ପୁନୌରା ଧାମ ମନ୍ଦିର ପରିସରର ସାମଗ୍ରିକ ବିକାଶ ପାଇଁ ୮୯୦ କୋଟି ଟଙ୍କା ବ୍ୟୟରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛିମା
Read More...

ପୂଜ୍ୟପୂଜା ସଂଗଠନରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଟିକ୍ରାପଡା ଶ୍ରୀରାମ ମନ୍ଦିରରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ
Read More...

ନରେନ୍ଦ୍ର କବାଟଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ନରେନ୍ଦ୍ର କବାଟଙ୍କ ବିୟୋଗରେ ସ୍ଥାନୀୟ ଜେ.ଏସ୍‌.ଏମ୍‌ କଲେଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କବାଟ ବାବୁଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Read More...