Yearly Archives

2025

ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ : ମିସ ଟିନ ମହାରାଷ୍ଟ୍ର ହେଲେ ମଡେଲ ଅନନ୍ୟା ଦାସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବରସୁଆଁରେ ରହୁଥିବା ଅନନ୍ୟା ଦାସ ନିକଟରେ ମୁମ୍ବାଇରେ ହୋଇଥିବା ୟୁଏଫଏଲ ମିସ ଟିନ ମହାରାଷ୍ଟ୍ର ସୁପର ମଡେଲ ୨୦୨୫ ଗୌରବ ହାସଲ କରିଛନ୍ତି । ନୃତ୍ୟ, ସଙ୍ଗୀତ ଓ ମଡେଲିଙ୍ଗ ରେ ରୁଚି ରଖିଥିବା ଅନନ୍ୟା ୨୦୨୫ ମସିହା ପାଇଁ ସୁପର ମଡେଲ
Read More...

ପାଇକମାଲରେ ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ବହୁ ପ୍ରତିକ୍ଷିତ ଘର ଭଙ୍ଗା କାର୍ଯ୍ୟକ୍ରମର ଅନ୍ତ ଘଟିଛି । ବୁଧବାର ସକାଳ ୧୦ ଟାରୁ ପାଇକମାଲ ସଡ଼କପଡ଼ାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ନୃସିଂହପଡ଼ା ଯାଏ ଘର ଭଙ୍ଗା କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଝାରବନ୍ଧ
Read More...

ବିଦାୟକାଳୀନ ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଉମାଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ, ଜୟପାଟଣା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଦ୍ଵାରା ବିଦାୟକାଳୀନ ଓ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ, ଗୋଲା ମୁଣ୍ଡା ବି. ଇ. ଓ କାର୍ଯ୍ୟାଳୟକୁ ବଦଳି ହୋଇଯାଇଥିବା ଏ. ବି. ଇ. ଓ ପ୍ରଭାତ କୁମାର ଖମାରିଙ୍କ
Read More...

୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବାହ୍ନରେ ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର ଯୋଗ ଦେଇ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ବ୍ଲକ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିକିତ୍ସା ସହାୟକ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ
Read More...

ବେଳପଡ଼ା ପଞ୍ଚାୟତରେ ମନରେଗା ଦୁର୍ନୀତିକୁ ଖଣ୍ଡନ କଲେ ଶ୍ରମିକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତରେ ମନରେଗାରେ ଲୋକେ ଦୁର୍ନୀତି ଅଭିଯୋଗ କରିଥିବା ବେଳେ ଦୁର୍ନୀତି ହୋଇନାହିଁ ବୋଲି ପଞ୍ଚାୟତର ଶ୍ରମିକ ମାନେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଦ୍ୱାରସ୍ଥ ହୋଇଥିଲେ । ବେଳପଡ଼ା
Read More...

ଜେ.ଏସ.ଏମ୍. କଲେଜ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା “ମୀରା ସଷ୍ଟେନେବଲ୍ ସର୍ଜ୍ ପ୍ରାଇଭେଟ୍ ଲିମିଟେଡ୍” ଶିଳ୍ପ ଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେ.ଏସ.ଏମ୍. କଲେଜ୍ ଅଫ୍ ଆର୍ଟ୍ସ୍, ସାଇନ୍ସ ଏଣ୍ଡ କମର୍ସର ଛାତ୍ରଛାତ୍ରୀମାନେ ବସ୍ଲାଙ୍ଗିୀରର “ମୀରା ସଷ୍ଟେନେବଲ୍ ସର୍ଜ୍ ପ୍ରାଇଭେଟ୍ ଲିମିଟେଡ୍” ନାମକ ଛୋଟ ଶିଳ୍ପ ଏକକକୁ ପରିଦର୍ଶନ କରିବାର ସୁଯୋଗ ପାଇଲେ । ଏହି ଶିଳ୍ପଦର୍ଶନରେ କଲେଜ୍ ଅଧ୍ୟକ୍ଷ ସିଏ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ପରିଷଦ ବୈଠକ ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଶିବ ଶଙ୍କର ଖୁଆସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ର ଗତ ଅଧିବେଶନର ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ
Read More...

ସଫେଇ କର୍ମଚାରୀଙ୍କ ଟଙ୍କା ଦେବ ଠିକାଦାର ସୁରେନ୍ଦ୍ର ବାରିକ : ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀମାନଙ୍କ ଏକ ବର୍ଷର ଇପିଏଫ୍‌ ଟଙ୍କା ପୁରୁଣା ଠିକାଦାର ସୁରେନ୍ଦ୍ର ବାରିକ ଦେଇ ନ ଥିବାରୁ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ ପହଞ୍ଚି
Read More...

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ଇସିଏସ୍‌ବିସି) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ…

ରାଉରକେଲା, (ସସ୍ମିତା ପ୍ରଧାନ) : ଇଆଇସି (ବିଦ୍ୟୁତ)-ମଙ୍କଜ୍ଞ-ଚଉଋଓ ଏବଂ ରାଜ୍ୟ ନିର୍ମିତ ଏଜେନ୍ସି (ଏସ୍‌ଡିଏ) କାର୍ଯ୍ୟଳେୟ ଅଧୀନରେ କାର୍ଯ୍ୟ କରୁଥିବା ବିଲିଂ ସେଲ୍, ୨୦ ଏବଂ ୨୧ ଜୁଲାଇ ୨୦୨୫ରେ ଇସିଏସ୍‌ବିସି ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଏକ ଦୁଇଦିନିଆ ତାଲିମ ଶିବିର ସଫଳତାର
Read More...