Yearly Archives

2025

ଗୁରୁବାର ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବର ପ୍ରଥମ ସଂସ୍କରଣ

୨୪ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା କରିବେ ଶ୍ରେଷ୍ଠ ଜାତୀୟ ଏବଂ ଅନ୍ତର୍ଜାତୀୟ ଆଥଲେଟ୍ଫୋକସରେ ରହିବେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ କେରଳର ଦଳ ନୂଆଦିଲ୍ଲୀ, (ପିଆଇବି) : ଜମ୍ମୁ ଏବଂ କାଶ୍ମୀରର ବିଖ୍ୟାତ ଡାଲ୍ ହ୍ରଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୧ ତାରିଖରେ "ବିଶ୍ୱ ବରିଷ୍ଠ ନାଗରିକ ଦିବସ" ପାଳନ କରାଯାଏ । ଜଣେ ବ୍ୟକ୍ତି ଯଦି ୬୦ରୁ ୮୦ ବର୍ଷ ବୟସର ହୋଇଥାନ୍ତି ତେବେ ତାଙ୍କୁ ବରିଷ୍ଠ ନାଗରିକ ଭାବରେ
Read More...

ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅର୍‌ଜେଣ୍ଟ ପ୍ରେସ୍‌ମିଟ୍‌ରେ ବଲାଙ୍ଗିର ବିଜୁ ଜନତା ଦଳ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ବାଦିକରେ ବିଜେଡ଼ି କରିଛି ବଡ଼ ଖୁଲାସା । ବଲାଙ୍ଗିରରେ କୃଷି ବିଶ୍ୱିବଦ୍ୟାଳୟ ଦାବୀ କରିବା ସହ ନୂଆ ସରକାରରେ
Read More...

ଭାରତୀୟ ଭାଷାଗୁଡ଼ିକରେ ଏଆଇ-ଚାଳିତ ରିଅଲ୍-ଟାଇମ୍ ଅନୁବାଦକୁ ବୃଦ୍ଧି କରିବା ପାଇଁ ‘ଭାଷାସେତୁ’ ଚ୍ୟାଲେଞ୍ଜ

ପ୍ରାରମ୍ଭରେ ଓଡ଼ିଆ ସମେତ ୧୨ଟି ଭାଷା ଅନ୍ତର୍ଭୁକ୍ତ କରାଯାଇଥିଲା ; ଏହାପରେ ସଂସ୍କୃତ, ଡୋଗ୍ରୀ ସମେତ ଆହୁରି ୧୦ଟି ଭାଷା ସାମିଲ୍ କରିବା ପାଇଁ ଯୋଜନା ରହିଛିସରକାର ବହୁଭାଷୀ ଭାରତ ପାଇଁ ସ୍ୱଦେଶୀ ଏଆଇ/ଏମଏଲ ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି ନୂଆଦିଲ୍ଲୀ, (ପିଆଇବି) : ‘ଭାଷାସେତୁ’
Read More...

୭୫୦ ବୋତଲ ଏସକଫ୍ କଫ ସିରପ ଜବତ, ୫ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ୭୫୦ ବୋତଲ ଏସକଫ୍ କଫ ସିରପ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟାଉନ
Read More...

ବାଛୁରି ହତ୍ୟାରେ ଲଜିଜ୍ ହୋଟେଲର କୌଣସି ସଂପୃକ୍ତି ନାହିଁ : ଏସ୍‌ପି

ବାଛୁରିକୁ ଟ୍ରକ ଚାପିଦେଲା, କୁକୁର ଟାଣି ଆଣିଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ସ୍ଥାନୀୟ ପ୍ୟାଲେସ ଲାଇନ ସ୍ଥିତ ଲଜିଜ୍ ହୋଟେଲ ନିକଟରେ ଏକ ବାଛୁରିର କ୍ଷତାକ୍ତ ମୃତ ଶରୀର ଦେଖିବାକୁ ମିଳିଥିଲା । ଏହା ଦେଖି କିଛି ଲୋକ ଉତ୍ୟକ୍ତ ହୋଇ ଉକ୍ତ ହୋଟେଲ ଉପରେ ଗୋହତ୍ୟା
Read More...

ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍.ଇ ଫୁଟ୍‌ବଲ୍ କ୍ଲଷ୍ଟର ୨ ଖେଳ ପ୍ରତିଯୋଗିତାର ଚତୁର୍ଥ ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ଚାରଭଟା ଓମ୍ ଭେଲି ଶିକ୍ଷାନୁଷ୍ଠାନ ରେ ସିବିଏସ୍‌ଇ କ୍ଲଷ୍ଟର -୨ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳୀମାନେ ଅତ୍ୟନ୍ତ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏବଂ ବିଭିନ୍ନ ବର୍ଗର
Read More...

ତୁରେକେଲା କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଆଞ୍ଚଳିକ ସ୍ତରରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ
Read More...

ଆଉ ନାହାନ୍ତି ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ

ହାଏକୃଷ୍ଣ ହାଏକୃଷ୍ଣ ବୋଲି ଯାଉମୋର୍‌ ଜୀବନ ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଏକୃଷ୍ଣ ହାଏକୃଷ୍ଣ ବୋଲି ଯାଉମୋର୍‌ ଜୀନନରେ ଘନକାଲିଆ ଫୁଲମାଲିଆ ନିଲରତନର ଗୀତିକାର ଆଉନାହାନ୍ତି । ବଲାଙ୍ଗର ଜିଲ୍ଲା କୁଶମେଲ ଗ୍ରାମର ପଦ୍ମଶ୍ରୀ ବିନୋଦ ପଶାୟତ (୯୧ବର୍ଷ) ଙ୍କ ଆଜି ପରଲୋକ ଘଟିଛି ।
Read More...

ରେଙ୍ଗାଲିରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା, ଆଗଲପୁର (ଡୁଡ଼ୁକା)ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଯାଦବ ବାରିକଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀମାନେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ
Read More...